ଜଳଖିଆ ଖାଇବାକୁ ଯାଉଥିଲେ, ମାଡ଼ି ଗଲା ଜେସିବି

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କାମାକ୍ଷା ଛକଠାରେ ଆଜି ଦୁଇ ଜଣ ଶ୍ରମିକଙ୍କ ଉପରେ ଜେସିବି ଗାଡ଼ି ମାଡ଼ି ଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଢ଼େଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ମୃତ ଓ ଆହତ ବ୍ୟକ୍ତିଙ୍କ ଘର କଲିକତାର ସୁନ୍ଦରବନ ଅଞ୍ଚଳରେ। ସୂଚନାଯୋଗ୍ୟ, ଦୁଇ ଜଣ ଶ୍ରମିକ ନିକଟସ୍ଥ ଓଭର ବ୍ରିଜ୍‌ରେ କାମ କରୁଥିଲେ। […]

machine...

machine...

Tapaswini Nayak
  • Published: Saturday, 08 September 2018
  • Updated: 08 September 2018, 09:35 AM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କାମାକ୍ଷା ଛକଠାରେ ଆଜି ଦୁଇ ଜଣ ଶ୍ରମିକଙ୍କ ଉପରେ ଜେସିବି ଗାଡ଼ି ମାଡ଼ି ଯାଇଛି।

ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଢ଼େଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉଭୟ ମୃତ ଓ ଆହତ ବ୍ୟକ୍ତିଙ୍କ ଘର କଲିକତାର ସୁନ୍ଦରବନ ଅଞ୍ଚଳରେ।

ସୂଚନାଯୋଗ୍ୟ, ଦୁଇ ଜଣ ଶ୍ରମିକ ନିକଟସ୍ଥ ଓଭର ବ୍ରିଜ୍‌ରେ କାମ କରୁଥିଲେ। ଜଳଖିଆ ଖାଇବା ପାଇଁ ପାଖ ଦୋକାନଙ୍କୁ ଯିବା ବେଳେ ସେମାନଙ୍କ ଉପରେ ଜେସିବି ଗାଡ଼ି ମାଡ଼ି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story