ଡାକ ଶୁଣିଲା ଜଗା! ସେଥିପାଇଁ ତା’ ଦୁଆରେ ବସିଛି ଲାଡ୍‌ଲି

ପୁରୀ (ଓଡ଼ିଶା ରିପୋର୍ଟର): ଡ଼ାକ ଶୁଣିଲା ଜଗା! ମାନସିକ ପୂରଣ ହେଲା। ସେଥିପାଇଁ ଜେଜେମାଆଙ୍କ କଥା ମାନି ଜଗା ଦୁଆରେ ଭିକ ମାଗୁଛି କୁନି ଝିଅ। ଆଉ ପାଖରେ ଛିଡ଼ା ହୋଇଛନ୍ତି ଜେଜେ ମାଆ। ଜଣେ ପରେ ଜଣେ ଦାତା ଆସି ଦାନ ଦେଇ ଯାଉଛନ୍ତି। ୨୧ ଜଣଙ୍କଠାରୁ ଦାନ ଗ୍ରହଣ କରିବା ପରେ ସବୁ ମହାପ୍ରଭୁଙ୍କ ଚରଣରେ ଅର୍ପଣ କରି ଘରକୁ ଫେରି ଯାଉଛନ୍ତି କୁନି ଝିଅ ଲାଡ୍‌ଲି। ପୂରା ଘଟଣାଟି ଏମିତି। ପୁରୀ ନୀଳକଣ୍ଠ […]

Puri

Puri

Manoranjan Sial
  • Published: Friday, 19 November 2021
  • Updated: 19 November 2021, 06:51 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଡ଼ାକ ଶୁଣିଲା ଜଗା! ମାନସିକ ପୂରଣ ହେଲା। ସେଥିପାଇଁ ଜେଜେମାଆଙ୍କ କଥା ମାନି ଜଗା ଦୁଆରେ ଭିକ ମାଗୁଛି କୁନି ଝିଅ। ଆଉ ପାଖରେ ଛିଡ଼ା ହୋଇଛନ୍ତି ଜେଜେ ମାଆ। ଜଣେ ପରେ ଜଣେ ଦାତା ଆସି ଦାନ ଦେଇ ଯାଉଛନ୍ତି। ୨୧ ଜଣଙ୍କଠାରୁ ଦାନ ଗ୍ରହଣ କରିବା ପରେ ସବୁ ମହାପ୍ରଭୁଙ୍କ ଚରଣରେ ଅର୍ପଣ କରି ଘରକୁ ଫେରି ଯାଉଛନ୍ତି କୁନି ଝିଅ ଲାଡ୍‌ଲି।

ପୂରା ଘଟଣାଟି ଏମିତି। ପୁରୀ ନୀଳକଣ୍ଠ ନଗର ଚୂଡ଼ଙ୍ଗ ସାହିର ରାଣୀମତି ବିନ୍ଧାଣୀଙ୍କ ନାତୁଣୀ ହେଉଛନ୍ତି ଲାଡ୍‌ଲି। ଜନ୍ମରୁ ସିକ୍‌ଲ ସେଲ୍‌ ଆନିମିଆ ରୋଗରେ ପୀଡ଼ିତ ଥିଲା। ସେଥିପାଇଁ ତା’ ଦେହ ସବୁବେଳେ ଖରାପ ରହୁଥିଲା। ବାପା-ମାଆ ତାକୁ ବାରମ୍ୱାର ମେଡ଼ିକାଲ୍‌ ନେଉଥିଲେ। ବୁର୍ଲା ମେଡ଼ିକାଲ୍‌ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ମାତ୍ର ଆରୋଗ୍ୟ ହୋଇପାରୁନଥିଲା ଲାଡ୍‌ଲି।

ନାତୁଣୀର ଅସୁସ୍ଥତା ଚିନ୍ତାଗ୍ରସ୍ତ କରିଦେଇଥିଲା ଜେଜେ ମାଆଙ୍କୁ। ସେଥିପାଇଁ ସେ ଧାଇଁ ଯାଇଥିଲେ ଜଗା ଦୁଆରକୁ। ଆଜିର ଦିନରେ (କାର୍ତ୍ତିକ ମାସ ପୂର୍ଣ୍ଣମୀ) ସିଂହଦ୍ୱାର ଆଗରେ ଛିଡ଼ା ହୋଇ ହାତ ଯୋଡ଼ି ମହାପ୍ରଭୁଙ୍କୁ ନିବେଦନ କରିଥିଲେ ଜେଜେ ମାଆ ରାଣୀମତି। ଆଉ ଜଗାକୁ ଗୁହାର କରି କହିଲେ, ମୋ ନାତୁଣୀର ଦେହ ଭଲ କରିଦିଅ ମହାପ୍ରଭୁ! ତା’ ଦେହ ଭଲ ହୋଇଗଲେ ସେ ସିଂହଦ୍ୱାର ଆଗରେ ଭିକ ମାଗିବ। ବୋଧହୁଏ ଜେଜେ ମାଆଙ୍କ ଡାକ ଶୁଣିନେଲେ ଜଗା!

ରାଣୀମତି କହିବା ଅନୁସାରେ ଗତ ବର୍ଷଠାରୁ ମୋ ନାତୁଣୀ ଲାଡ୍‌ଲି ସୁସ୍ଥ ହେଉଛି। ଏବର୍ଷ ଲାଡ୍‌ଲିକୁ ତା’ ବାପା-ମାଆ ବୁର୍ଲା ମେଡ଼ିକାଲ୍‌ ନେଇ ଯାଇଥିଲେ। ଡାକ୍ତର ପରୀକ୍ଷା କରିବାରେ ସବୁ ଠିକ୍‌ଠାକ୍‌ ଥିବା ରିପୋର୍ଟ ଦେଇଛନ୍ତି। ଏବେ ମୋ’ ନାତୁଣୀ ପୂରା ସୁସ୍ଥ ରହିଛି। କିନ୍ତୁ ସେ ସାମାନ୍ୟ ଦୁର୍ବଳ ଅନୁଭବ କରୁଛି ବୋଲି କହିଛନ୍ତି ରାଣୀମତି।

ସେ ଆହୁରି କହିଛନ୍ତି, ଭଗବାନ ମୋ’ ଡ଼ାକ ଶୁଣିଲେ। ସେଥିପାଇଁ ମୋ ନାତୁଣୀକୁ ଧରି ବଡ଼ଦାଣ୍ଡକୁ ଚାଲି ଆସିଛି। ସେ ଏଠାରେ ଭିକ ମାଗୁଛି। ସିଂହଦ୍ୱାର ସମ୍ମୁଖରେ ଭିକ ମାଗୁଛନ୍ତି ଲାଡ୍‌ଲି। ୨୧ ଜଣ ଦେଇଥିବା ଭିକକୁ ମହାପ୍ରଭୁଙ୍କୁ ଅର୍ପଣ କରିଦେଉଛି ବୋଲି ରାଣୀମତି କହିଛନ୍ତି।

https://youtu.be/6xOdtfrQkJo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story