ଆଖି ବୁଜିଲେ ଥାନା ପରିସରରେ ବିଷ ପିଇଥିବା ମହିଳା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ପରିସରରେ ବିଷ ପିଇଥିବା ମହିଳା ଆଜି ଆଖି ବୁଜିଛନ୍ତି।  ବ୍ରହ୍ମପୁର ଏମ୍‌କେସିଜି  ମେଡିକାଲରେ ଚିକିତ୍ସାଧୀନ  ଅବସ୍ଥାରେ ଥିବା ମହିଳାଜଣକ ଆଜି ପ୍ରାଣ ହରାଇଛନ୍ତି । ମୃତ ମହିଳାଙ୍କ ନାଁ ଟିକିନା ଦାସ । ତାଙ୍କ ଘର ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଜ୍ୟୋତିନଗରରେ ବୋଲି ଜଣାପଡ଼ିଛି । ପାରିବାରିକ କଳହକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ମହିଳାଜଣକ ଗତକାଲି ଗୋପାଳପୁର ଥାନା ଆସିଥିଲେ । ମାତ୍ର ଅଭିଯୋଗ କରିବା ପୂର୍ବରୁ […]

poison

poison

Niharika Rout
  • Published: Saturday, 30 July 2022
  • Updated: 30 July 2022, 09:47 AM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ପରିସରରେ ବିଷ ପିଇଥିବା ମହିଳା ଆଜି ଆଖି ବୁଜିଛନ୍ତି।  ବ୍ରହ୍ମପୁର ଏମ୍‌କେସିଜି  ମେଡିକାଲରେ ଚିକିତ୍ସାଧୀନ  ଅବସ୍ଥାରେ ଥିବା ମହିଳାଜଣକ ଆଜି ପ୍ରାଣ ହରାଇଛନ୍ତି । ମୃତ ମହିଳାଙ୍କ ନାଁ ଟିକିନା ଦାସ । ତାଙ୍କ ଘର ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଜ୍ୟୋତିନଗରରେ ବୋଲି ଜଣାପଡ଼ିଛି ।

ପାରିବାରିକ କଳହକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ମହିଳାଜଣକ ଗତକାଲି ଗୋପାଳପୁର ଥାନା ଆସିଥିଲେ । ମାତ୍ର ଅଭିଯୋଗ କରିବା ପୂର୍ବରୁ ହିଁ ଥାନା ପରିସରରେ ସେ ବିଷ ପିଇ ଦେଇଥିଲେ । ଗତକାଲି ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି  ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ପାରିବାରିକ ସମସ୍ୟା ସହ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମହିଳାଜଣକ ଏପରି ପଦକ୍ଷେପ ନେଇଥିବା ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ମହିଳାଙ୍କ ବାପଘର ତଥା ଶାଶୁଘର ଲୋକେ ଏନେଇ ପାଟି ଫିଟାଇ ନାହାନ୍ତି। ଯାହାକି ଘଟଣାକୁ ଅଧିକ ରହସ୍ୟଘେରକୁ ଟାଣି ନେଉଛି।

ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ । ଏଥିରେ ପୁଲିସ୍‌ର ତ୍ରୁଟି ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ବ୍ରହ୍ମପୁର ଏସ୍‌ପି  ଶ୍ରବଣ ବିବେକ ଏମ୍.  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story