ଲଗାଣ ବର୍ଷା, ଜୟପୁର ଡାକ୍ତରଖାନାରେ ପଶିଲା ପାଣି

ଜୟପୁର: ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ଜୟପୁରରେ ଥିବା ସବଡିଭିଜନାଲ୍ ମେଡିକାଲରେ ପଶିଯାଇଛି ପାଣି। ମେଡିକାଲର ପ୍ରସୂତି ଗୃହରେ ବର୍ଷା ପାଣି ପଶିଛି। ଫଳରେ ପ୍ରସବ ପାଇଁ ଆସୁଥିବା ମହିଳାମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତକାଲିଠାରୁ ଏଠାରେ ବର୍ଷା ଜାରି ରହିଥିବା ବେଳେ ରାତିରୁ ଡାକ୍ତରଖାନାର ପ୍ରସୂତି ବିଭାଗରେ ପାଣି ପଶିବା ଆରମ୍ଭ କରିଥିଲା। ପ୍ରସୂତି ବିଭାଗରେ ଚାରି ଜଣ ମହିଳା ଭର୍ତ୍ତି ହୋଇଥିଲେ। ପ୍ରସବ ପରେ ତିନି ଜଣ ମହିଳାଙ୍କୁ ସେଠାରୁ ଅଲଗା ସ୍ଥାନକୁ […]

jeypore

jeypore

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 10:51 AM IST

Sports

Latest News

ଜୟପୁର: ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ଜୟପୁରରେ ଥିବା ସବଡିଭିଜନାଲ୍ ମେଡିକାଲରେ ପଶିଯାଇଛି ପାଣି। ମେଡିକାଲର ପ୍ରସୂତି ଗୃହରେ ବର୍ଷା ପାଣି ପଶିଛି। ଫଳରେ ପ୍ରସବ ପାଇଁ ଆସୁଥିବା ମହିଳାମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଗତକାଲିଠାରୁ ଏଠାରେ ବର୍ଷା ଜାରି ରହିଥିବା ବେଳେ ରାତିରୁ ଡାକ୍ତରଖାନାର ପ୍ରସୂତି ବିଭାଗରେ ପାଣି ପଶିବା ଆରମ୍ଭ କରିଥିଲା। ପ୍ରସୂତି ବିଭାଗରେ ଚାରି ଜଣ ମହିଳା ଭର୍ତ୍ତି ହୋଇଥିଲେ। ପ୍ରସବ ପରେ ତିନି ଜଣ ମହିଳାଙ୍କୁ ସେଠାରୁ ଅଲଗା ସ୍ଥାନକୁ ନିଆଯାଇଥିବା ବେଳେ ଜଣେ ମହିଳା ଏବେବି ସେଠାରେ ଅଛନ୍ତି। ପ୍ରସୂତି ବିଭାଗଟି ଏବେ ନୂଆ କରି ନିର୍ମାଣ ହୋଇଛି। ତେବେ ନିର୍ମାଣଶୈଳୀରେ ତ୍ରୁଟି ଯୋଗୁ ଏହା ଭିତରକୁ ପାଣି ପଶି ଯାଉଛି ବୋଲି ଅଭିଯୋଗ ହେଉଛି। ପାଖ ନଳ ଓ ଶୌଚାଳୟ ପାଣି ମଧ୍ୟ ଏହା ଭିତରକୁ ପଶି ଆସୁଛି। ଡାକ୍ତରଖାନାର କିଛି କର୍ମଚାରୀ ଓ କିଛି ଶ୍ରମିକ ମିଶି ପାଣି ସଫା କରିଥିଲେ। ତଥାପି ସଂପୂର୍ଣ୍ଣ ଭାବେ ପ୍ରସୂତି ବିଭାଗରୁ ପାଣି ଶୁଖି ନାହିଁ। ଏ ସଂପର୍କରେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story