ଲଘୁଚାପ ବର୍ଷା: ଚାଷ କାର୍ଯ୍ୟରେ ସୁଧାର ଆସିବାର ଆଶା ସଂଚାର

ଭୁବନେଶ୍ୱର: ଲଘୁଚାପ ଯୋଗୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଲଗାଣ ବର୍ଷା ଯୋଗୁ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ବର୍ଷା ଅଭାବ ଯୋଗୁ ଉଜୁଡି ଯିବାକୁ ବସିଥିବା ଚାଷ ବଞ୍ଚି ଯିବାର ଆଶା ସଂଚାର ହୋଇଛି । ସେହିପରି ବର୍ଷା ପରେ ଜଳଭଣ୍ଡାରର ସ୍ଥିତିରେ ସୁଧାର ଆସିଛି । ହେଲେ ବିଦ୍ୟୁତ ଉତ୍ପାଦନ ସେମତି ଆଖିଦୃର୍ଶିଆ ବଢିନି କି ପାୱାର କଟ ସମସ୍ୟା ଟଳିବା ପରି ମନେ ହେଉନାହିଁ । ସେପଟେ ଲଘୁଚାପ […]

barsha

barsha

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 02:11 PM IST

Sports

Latest News

barshaଭୁବନେଶ୍ୱର: ଲଘୁଚାପ ଯୋଗୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଲଗାଣ ବର୍ଷା ଯୋଗୁ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ବର୍ଷା ଅଭାବ ଯୋଗୁ ଉଜୁଡି ଯିବାକୁ ବସିଥିବା ଚାଷ ବଞ୍ଚି ଯିବାର ଆଶା ସଂଚାର ହୋଇଛି । ସେହିପରି ବର୍ଷା ପରେ ଜଳଭଣ୍ଡାରର ସ୍ଥିତିରେ ସୁଧାର ଆସିଛି । ହେଲେ ବିଦ୍ୟୁତ ଉତ୍ପାଦନ ସେମତି ଆଖିଦୃର୍ଶିଆ ବଢିନି କି ପାୱାର କଟ ସମସ୍ୟା ଟଳିବା ପରି ମନେ ହେଉନାହିଁ ।

ସେପଟେ ଲଘୁଚାପ ଜନିତ ବର୍ଷା ପରେ ଚାଷୀ ମନରେ ଆଶା ସଂଚାର ହୋଇଛି । ନିଜର ଉଜୁଡି ଯିବାକୁ ବସିଥିବା ଚାଷ କାର୍ଯ୍ୟରେ ଲାଗି ପଡିଛି । ତେବେ ବିଳମ୍ୱିତ ବର୍ଷା ଆଶାନୁରୂପ ଅମଳ ଦେବ କି ନାହିଁ ଆଶଙ୍କ।ରେ ରହିଛନ୍ତି ଚାଷୀ। ଏପଟେ ଲଘୁଚାପ ଯୋଗୁ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ରାଜ୍ୟର ୨୩ଟି ଜିଲ୍ଲାରେ ସ୍ୱାଭାବିକ, ୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସହାୟକ ବିଶେଷଜ୍ଞ ରଥ ମାରାଣ୍ଡି କହିଛନ୍ତି ।

ସେହିପରି ବର୍ଷା ଯୋଗୁ ବିଭିନ୍ନ ଜଳଭଣ୍ଡାରରେ ପାଣି ବଢିଛି ସତ ହେଲେ ଏହା ବିଦ୍ୟୁତ ଉତ୍ପାଦନ ବଢାଇବାରେ ସହାୟକ ହୋଇପାରିନି ବୋଲି ଗ୍ରୀଡକୋ ନିର୍ଦ୍ଦେଶକ ପି.କେ. ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, କେବଳ ଇନ୍ଦ୍ରାବତୀରୁ ଏହି ସମୟରେ ୬୦୦ ମେଗାୱାଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ ଏବେ ଏହା ଅଧା ରହିଛି । ଏହି ସମୟରେ ଜଳ ବିଦ୍ୟୁତରୁ ପିକ୍ ଆୱାରରେ ରାଜ୍ୟକୁ ପ୍ରାୟ ୧୭୦୦ ମେଗାୱାଟ ମିଲିଥାଏ । ଏବେ ମିଳୁଛି ୫୦୦ ରୁ ୬୦୦  ମେଗାୱାଟ। ବର୍ଷା ସ୍ଥିତିରେ ସାମନ୍ୟ ସୁଧାର ଆଣିଥିଲେ ମଧ୍ୟ ବିଜୁଳି କାଟ୍ ଜାରି ରହିଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story