ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର):ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଓ ରୁପା ଅଳଙ୍କାର ବାହାର କରାଯାଉଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଛି। ତିନିଠାକୁର ଶ୍ରୀଭୁଜ, ଶ୍ରୀପୟର ସହିତ ବଡ଼ତଢ଼ାଉ ନାମକ କଣ୍ଠମାଳା, ରତ୍ନପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମକୁଟ, ପଦ […]

431

Tapas Behera
  • Published: Saturday, 13 July 2019
  • , Updated: 13 July 2019, 04:37 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଓ ରୁପା ଅଳଙ୍କାର ବାହାର କରାଯାଉଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଛି। ତିନିଠାକୁର ଶ୍ରୀଭୁଜ, ଶ୍ରୀପୟର ସହିତ ବଡ଼ତଢ଼ାଉ ନାମକ କଣ୍ଠମାଳା, ରତ୍ନପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମକୁଟ, ପଦ ପଲ୍ଲବ, ମୁଦି, କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି, କାନ୍ତ, ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାରର ରତ୍ନ ଅଳଙ୍କାରେ ସଜ୍ଜିତ ହୋଇ ଶ୍ରୀଜୀଉ ଭକ୍ତମାନଙ୍କୁ ଦର୍ଶନ ଦେବେ।

Related story