ଉଡ଼ୁଛି ଟଙ୍କା, ଭାସୁଛି ମଦ ! ଥଳକୂଳ ପାଉନି ପୁଲିସ

ରାଉରକେଲା/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୋଟ୍ ହାତେଇବାକୁ ଚାଲିଛି ନୋଟ୍‌ ଖେଳ। ମଦ ବି ସାଜିଛି ଆଉ ଏକ ଅସ୍ତ୍ର । ଏ କଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖୋଦ୍ ସ୍ୱୀକାର କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଦୈନିକ ଜବତ ହେଉଛି ଲକ୍ଷ ଲକ୍ଷ ବେନାମି ଟଙ୍କା। ଏହି କ୍ରମରେ ଆଜି ରାଉରକେଲାରେ ଏକ ନମ୍ବରବିହୀନ କାର୍ ୨୭ ଲକ୍ଷ ୪୯ ହଜାର ଟଙ୍କା ଫିଙ୍ଗି ପଳାଇଥିବାବେଳେ ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ […]

987

987

Tapas Behera
  • Published: Wednesday, 10 April 2019
  • Updated: 10 April 2019, 10:46 PM IST

Sports

Latest News

ରାଉରକେଲା/ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୋଟ୍ ହାତେଇବାକୁ ଚାଲିଛି ନୋଟ୍‌ ଖେଳ। ମଦ ବି ସାଜିଛି ଆଉ ଏକ ଅସ୍ତ୍ର । ଏ କଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖୋଦ୍ ସ୍ୱୀକାର କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଦୈନିକ ଜବତ ହେଉଛି ଲକ୍ଷ ଲକ୍ଷ ବେନାମି ଟଙ୍କା। ଏହି କ୍ରମରେ ଆଜି ରାଉରକେଲାରେ ଏକ ନମ୍ବରବିହୀନ କାର୍ ୨୭ ଲକ୍ଷ ୪୯ ହଜାର ଟଙ୍କା ଫିଙ୍ଗି ପଳାଇଥିବାବେଳେ ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ବି ଜବତ ହୋଇଛି ନଗଦ ୨ ଲକ୍ଷ ଟଙ୍କା। ଏହାକୁ ନେଇ ଚାଲିଛି ଖୋଳତାଡ଼। ତେଣୁ ଏଭଳି ସ୍ଥିତିରେ ରାଜ୍ୟରେ ଅବାଧ ଓ ମୁକ୍ତ ନିର୍ବାଚନ ନେଇ ଆଶଙ୍କା ବଢ଼ିଛି ।

ଆଜି ରାଉରକେଲା ମହିପାଣିରେ ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଏକ ନମ୍ବରବିହୀନ ଅଡି କାର୍ ଫିଙ୍ଗି ପଳାଇଛି ୨୭ ଲକ୍ଷ ୪୯ ହଜାର ଟଙ୍କା । କିଏ ଓ କାହିଁକି ଏତେ ଟଙ୍କା ନେଇଯାଉଥିଲା ସେ ନେଇ ଚାଲିଛି ଖୋଳତାଡ଼। ଠିକ୍ ସେମିତି ଜୟପାଟଣାରେ ଚେକିଂ ବେଳେ ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ବି ଜବତ ହୋଇଛି ନଗଦ ୨ ଲକ୍ଷ ଟଙ୍କା। ଏତେ ଟଙ୍କା କୁଆଡ଼େ ଯାଉଥିଲା ସେନେଇ ତାଙ୍କ ଡ୍ରାଇଭରଙ୍କୁ ପୁଲିସ ପଚରାଉଚରା କରୁଛି। ଏଣେ ରାଜଧାନୀରୁ ବି ଏକ କାରରୁ ଜବତ ହୋଇଛି ୨ଲକ୍ଷ ୩୧ ହଜାର ଟଙ୍କା। ତଦନ୍ତ ପରେ ଗାଡ଼ିରେ ଥିବା ବ୍ୟବସାୟୀଙ୍କୁ ସେ ଟଙ୍କା ଅବଶ୍ୟ ଫେରାଇ ଦିଆଯାଇଛି ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠୁ ଏହି ଧାରା ଜାରି ରହିଛି। ଗତ ୪ ତାରିଖରେ ଢେଙ୍କାନାଳ କୋରିଆ ନିକଟରେ ଏକ କାରରୁ ୯ ଲକ୍ଷ ୫୭ ହଜାର ଟଙ୍କା ଜବତ ହୋଇଥିବାବେଳେ ୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଶୋଇରୁ ଏକ କାରରୁ ମିଳିଥିଲା ଏକକାଳୀନ ୩୪ ଲକ୍ଷ ୨୪ ହଜାର ଟଙ୍କା। ଏଠି ପ୍ରଶ୍ନ ଉଠେ ଜବତ ଲକ୍ଷ ଲକ୍ଷ ଟଙ୍କାର ମାଲିକ କିଏ  ଓ କୁଆଡ଼େ ଯାଉଥିଲା ?

ବହୁ ସ୍ଥାନରେ ପୁଲିସ ବି ଥଳକୂଳ ପାଉନି। ତେବେ ଖାଲି ଟଙ୍କା ନୁହେଁ ଭୋଟ୍‌ ବେଳେ ମଦର ବନ୍ୟା ବି ଚାଲିଛି । ଯାହା ସ୍ୱୀକାର କରିଛନ୍ତି ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗତକାଲି ସୁଦ୍ଧା ନଗଦ ପ୍ରାୟ ୨ କୋଟି ୩୧ ଲକ୍ଷ ଟଙ୍କା ଓ ବ୍ୟାପକ ପରିମାଣରେ ମଦ ଜବତ ହୋଇଥିବା ସୂଚନା ଦିଆଯାଇଛି।

ନିର୍ବାଚନ ପ୍ରକ୍ରିୟାରେ ସବୁବେଳେ ମତଦାନର ଶେଷ ୪୮ ଘଣ୍ଟା ସାଙ୍ଗକୁ ପୂର୍ବ ରାତି ହୋଇଥାଏ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଅନ୍ତିମ ପର୍ଯ୍ୟାୟରେ ଭୋଟରଙ୍କୁ ମନେଇବାକୁ ନେତା ଓ କର୍ମୀଙ୍କର ହୋଇଥାଏ ଅନ୍ଧାରି ବିଜେ । ଚାଲେ ଟଙ୍କା ପ୍ରଲୋଭନର ଖେଳ।  ଏହାକୁ ରୋକିବାକୁ ନିର୍ବାଚନ କମିଶନ ବି କରିଛନ୍ତି ଅନେକ ବ୍ୟବସ୍ଥା । କଡ଼ା ପାଟ୍ରୋଲିଂ ଓ ଚେକିଂ ସତ୍ତ୍ୱେ ଏହାକୁ ରୋକା ଯାଇ ପାରୁନି । ତେଣୁ ଭଲ ଲୋକ ନିର୍ବାଚନରୁ ଓହରି ଯିବାକୁ ଉଚିତ୍ ମଣୁଛନ୍ତି।ଅନ୍ୟପଟେ ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଅମୂଲ୍ୟ ଭୋଟ୍ ବିକ୍ରି ନକରିବାକୁ ଏବେ ଚାଲିଛି ଜୋରଦାର ସଚେତନତା।

ନିର୍ବାଚନରେ ପ୍ରତ୍ୟକଟି ଭୋଟ୍ ମୂଲ୍ୟବାନ। ଏହା କେବଳ ସ୍ଥାନୀୟ ଜନ ପ୍ରତିନିଧି ବାଛିବା ନୁହେଁ ଦେଶ ଗଠନରେ ବି ସହାୟକ ହେଉଥିବାରୁ, ଭୋଟର ଏହାକୁ ନେଇ କେତେ ସଚେତନ ହେଉଛନ୍ତି ତାହା ଦେଖିବାର ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story