‘ଓଟିଭି’ ବିରୋଧରେ ଷଡ଼ଯନ୍ତ୍ର ଫସର ଫାଟିଲା, ସତ୍ୟ ପଦାକୁ ଆସିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫସର ଫାଟିଲା ଷଡ଼ଯନ୍ତ୍ର। ସତ୍ୟ ପଦାକୁ ଆସିଲା। ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ।  ଜବର ଦଖଲ ହୋଇନି ବୋଲି ମାପ ପରେ କହିଲେ ସରକାରୀ ଅମିନ। ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ ଶଙ୍କର୍ଷଣ ପାଇକରାୟଙ୍କ ସୂଚନା ଦେଇ କହିଛନ୍ତି ଯେ, ୧୮୨୯ ନମ୍ବର ପ୍ଲଟ ମାପଚୁପ କରିବାକୁ ଆମକୁ ନିର୍ଦ୍ଦେଶ ହୋଇଥିଲା। ସେ କହିଛନ୍ତି ଯେ ପ୍ଲଟ ମାପ କଲୁ, ନକ୍ସା ମୁତାବକ […]

otv

otv

Tapas Behera
  • Published: Tuesday, 06 October 2020
  • Updated: 06 October 2020, 05:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫସର ଫାଟିଲା ଷଡ଼ଯନ୍ତ୍ର। ସତ୍ୟ ପଦାକୁ ଆସିଲା। ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ।  ଜବର ଦଖଲ ହୋଇନି ବୋଲି ମାପ ପରେ କହିଲେ ସରକାରୀ ଅମିନ। ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ ଶଙ୍କର୍ଷଣ ପାଇକରାୟଙ୍କ ସୂଚନା ଦେଇ କହିଛନ୍ତି ଯେ, ୧୮୨୯ ନମ୍ବର ପ୍ଲଟ ମାପଚୁପ କରିବାକୁ ଆମକୁ ନିର୍ଦ୍ଦେଶ ହୋଇଥିଲା। ସେ କହିଛନ୍ତି ଯେ ପ୍ଲଟ ମାପ କଲୁ, ନକ୍ସା ମୁତାବକ ସରଜମିନ ଠିକ ରହିଛି। ପ୍ଲଟ ଯେତିକି ରହିବା କଥା ନକ୍ସା ଅନୁସାରେ ଠିକ ୭୦୫ ଡେସିମିଲ୍ ରହିଛି। କେହି କିଛି ଜବରଦଖଲ କରିନାହାନ୍ତି ବୋଲି ମାପରୁ ସ୍ପଷ୍ଟ ଜଣାପଡୁଛି ବୋଲି ସେ କହିଛନ୍ତି। ଯାହାକୁ ନେଇ ବିବାଦ ଉଠିଥିଲା ସେଠାରେ ଧାନ ବିଲ ଅଛି, ଚାଷ ବି ହୋଇଛି ବୋଲି ସ୍ପଷ୍ଟ କଲେ ଅମିନ।
ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଓଟିଭି ପକ୍ଷରୁ ଜମି ଜବର ଦଖଲ କରାଯାଇଥିବା ଅଭିଯୋଗ ହୋଇଥିଲା।  ପ୍ରାୟ ୨ବର୍ଷ ତଳୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଓଟିଭି ବିରୋଧରେ ଜମି ଜବରଦଖଲ ଅଭିଯୋଗ ଆଣି ସେମାନଙ୍କ ନ୍ୟସ୍ତସ୍ୱାର୍ଥ ହାସଲ ପାଇଁ ଉଦ୍ୟମ ଚଳାଇଥିବା ସ୍ଥାନୀୟ ପ୍ରଶାସନଠାରୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଥିଲେ । ଅପରପକ୍ଷରେ ସେହି ସାରୁଅ ଓ ଲୋକନାଥପୁର ଅଞ୍ଚଳର ପ୍ରାୟ ୪୦ରୁ ଅଧିକ ଗ୍ରାମବାସୀ ଯେଉଁ ଚିଠିରେ ସେମାନେ ଏଭଳି ଅଭ୍ୟାସଗତ ଅଭିଯୋଗକାରୀ ଜଳଧର ମହାଭୋଇଙ୍କ ସହ ଆହୁରି ଅନେକ ନ୍ୟସ୍ତସ୍ୱାର୍ଥ ଲୋକଙ୍କ ନାଁ ଉଲ୍ଲେଖ କରିଥିଲେ ।  ଯାହା ଖୁବ୍ ଚର୍ଚ୍ଚାର ବିଷୟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story