ପୁଣି ମାତିଲେ ମାଓବାଦୀ: ଆଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର

ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଣି ମାତିଲେ ମାଓବାଦୀ। ମାଲକାନଗିରି ସପ୍ତଧାରା ନଦୀ ନିକଟରେ ଆଜି ମାଓବାଦୀମାନେ ଆଜି ଆଇଡି  ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ମାଲକାନଗିରି ଜୟପରୁ ମାଲକାନଗିରି ମୁଖ୍ୟ ରାସ୍ତା ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ ବିଏସଏଫ ର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ  ଯବାନ ଗୁରୁତର ସୂଚନା ମିଳିଛି । ଆହତ […]

900

900

Tapas Behera
  • Published: Monday, 13 May 2019
  • Updated: 13 May 2019, 04:03 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ପୁଣି ମାତିଲେ ମାଓବାଦୀ। ମାଲକାନଗିରି ସପ୍ତଧାରା ନଦୀ ନିକଟରେ ଆଜି ମାଓବାଦୀମାନେ ଆଜି ଆଇଡି  ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି।

ଆଜି ମାଲକାନଗିରି ଜୟପରୁ ମାଲକାନଗିରି ମୁଖ୍ୟ ରାସ୍ତା ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ ବିଏସଏଫ ର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ  ଯବାନ ଗୁରୁତର ସୂଚନା ମିଳିଛି । ଆହତ ଯବାନ ଙ୍କନାମ ଜଗତ ପଲ ସିଙ୍ଗ ବୋଲି ଜଣାପଡ଼ିଛି। ତାଙ୍କୁ  ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos