ଲ୍ୟାଣ୍ଡମାଇନ-ଯବାନଙ୍କ ମଧ୍ୟରେ ବ୍ୟବଧାନ ଥିଲା ୪୦୦ ମିଟର, ତା’ ପରେ...

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓବାଦୀଙ୍କ ଟାର୍ଗେଟରେ ଥିଲେ ଯବାନ। ରାସ୍ତାରେ ବିଛା ଯାଇଥିଲା ଲ୍ୟାଣ୍ଡ ମାଇନ୍‌। ଯେଉଁଥିରେ ଖଞ୍ଜା ଯାଇଥିଲା ୧୦ କେଜିରୁ ଅଧିକ ବିସ୍ଫୋରକ। ହେଲେ ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଛି। ଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପୁଲିସ୍‌କୁ ଟାର୍ଗେଟ କରିବା ପାଇଁ ଲାଗିଥିଲା ୧୦ କେଜିରୁ ଅଧିକା ବିସ୍ଫୋରକ ଥିବା ଲ୍ୟାଣ୍ଡମାଇନ। STF ଏବଂ […]

mlk

mlk

Niharika Rout
  • Published: Thursday, 28 January 2021
  • Updated: 28 January 2021, 11:51 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓବାଦୀଙ୍କ ଟାର୍ଗେଟରେ ଥିଲେ ଯବାନ। ରାସ୍ତାରେ ବିଛା ଯାଇଥିଲା ଲ୍ୟାଣ୍ଡ ମାଇନ୍‌। ଯେଉଁଥିରେ ଖଞ୍ଜା ଯାଇଥିଲା ୧୦ କେଜିରୁ ଅଧିକ ବିସ୍ଫୋରକ। ହେଲେ ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଛି।

ଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପୁଲିସ୍‌କୁ ଟାର୍ଗେଟ କରିବା ପାଇଁ ଲାଗିଥିଲା ୧୦ କେଜିରୁ ଅଧିକା ବିସ୍ଫୋରକ ଥିବା ଲ୍ୟାଣ୍ଡମାଇନ। STF ଏବଂ DRG ଯବାନ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ କରି ଘଟଣାସ୍ଥଳରେ ହିଁ ତାକୁ ଡ଼ିଫୁଜ କଲେ।

ଚିନ୍ତଲନାରରୁ ରାବଗୁଡ଼ାକୁ ଯାଇଥିବା ମୁଖ୍ୟ ରାସ୍ତାରେ ମାଓବାଦୀ ପୋତିଥିଲେ ଲ୍ୟାଣ୍ଡମାଇନ। ଯବାନଙ୍କ ଅପରେସନ ବେଳେ ମାତ୍ର ୪୦୦ ମିଟର ଦୂରରେ ଲ୍ୟାଣ୍ଡମାଇନ ଥିବା ବେଳେ ଠାବ ହୋଇଥିଲା । ବିସ୍ପୋରଣ ହୋଇଥିଲେ ତାହା ପୁଲିସ୍‌ ଗାଡିକୁ ୨୦ରୁ  ୩୦  ଫୁଟ ଉଚ୍ଚକୁ ଉଡ଼ାଇବାର କ୍ଷମତା ଥିଲା। ସୌଭାଗ୍ୟବଶଃତ ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ଘଟଣା ପରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story