‘କେନ୍ଦ୍ରାପଡ଼ାରେ ବହୁ ଅଧିକ ପୁଲିସ ଫୋର୍ସ ମୁତୟନ ରହିବେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭାରେ ନିର୍ବାଚନ ହେବ। ତେବେ କେନ୍ଦ୍ରାପଡ଼ା ଉପରେ ବିଶେଷନ ଧ୍ୟାନ ଦିଆଯାଉଛି। ଏହି ଲୋକସଭା ନିର୍ବାଚନମଣ୍ଡଳୀରେ ବହୁ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ରହିବେ। ନିର୍ବାଚନ ସମୟରେ ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ବିଶେଷକରି ରାଜନୀତିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯିବ। ବାହାର ଲୋକଙ୍କୁ ଅଞ୍ଚଳ ଛାଡ଼ିବାକୁ ପଡ଼ିବ। ନିର୍ବାଚନ ସମୟରେ ବାହାର ଲୋକ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ […]

election

election

Manoranjan Sial
  • Published: Sunday, 28 April 2019
  • Updated: 28 April 2019, 06:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭାରେ ନିର୍ବାଚନ ହେବ। ତେବେ କେନ୍ଦ୍ରାପଡ଼ା ଉପରେ ବିଶେଷନ ଧ୍ୟାନ ଦିଆଯାଉଛି। ଏହି ଲୋକସଭା ନିର୍ବାଚନମଣ୍ଡଳୀରେ ବହୁ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ରହିବେ। ନିର୍ବାଚନ ସମୟରେ ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ବିଶେଷକରି ରାଜନୀତିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯିବ। ବାହାର ଲୋକଙ୍କୁ ଅଞ୍ଚଳ ଛାଡ଼ିବାକୁ ପଡ଼ିବ। ନିର୍ବାଚନ ସମୟରେ ବାହାର ଲୋକ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ସେ କହିଛନ୍ତି-“କେନ୍ଦ୍ରାପଡ଼ା ପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀର ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଛି।”

ସେ ଆହୁରି କହିଛନ୍ତି-“ଆସନ୍ତାକାଲି ୮ଟି ଜିଲ୍ଲାର ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରରେ ୧୦,୭୯୨ ବୁଥ୍‌ରେ ମତଦାନ ହେବ। ଲୋକସଭା ପାଇଁ ୫୨ ଓ ବିଧାନସଭା ପାଇଁ ୩୩୬ ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ୍‌ ୯୫ ଲକ୍ଷ ୬୩୫ ଭୋଟର ଅଛନ୍ତି। ସେଥିରେ ପୁରୁଷ ୪୯ ଲକ୍ଷ ୧୦୭୯, ମହିଳା ୯୮ ଲକ୍ଷ ୯୭୯ ଓ ୫୯୫ ଜଣ ତୃତୀୟ ଲିଙ୍ଗି ଅଛନ୍ତି। ନିର୍ବାଚନରେ ୭୨ ହଜାର ୩୬୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୧୦୫ଟି ବୁଥ୍ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ପୋଲିଂ କର୍ମଚାରୀଙ୍କୁ ନେବା ଓ ଆଣିବା ପାଇଁ ୧୦ ହଜାର ୩୨୬ଟି ଗାଡ଼ି ନିୟୋଜିତ ହୋଇଛି। ୩୦୯୨ ପୋଲିଂ ଷ୍ଟେସନ କ୍ରିଟିକାଲ୍ ପୋଲିଂ ଷ୍ଟେସନ ଭାବେ ଚିହ୍ନଟ କରାଯାଇଛି। ସେହିପରି ୫୫୪ଟି ବୁଥ୍‌ରେ ସିସିଟିଭି ଓ ୫୫୪ ବୁଥ୍‌ରେ ମାଇକ୍ରୋ ଅବ୍‌ଜରଭର ମୁତୟନ ହେବେ। ୨୧ ହଜାର ୪୨୮ ଭଲ୍ୟୁଣ୍ଟିୟର କାର୍ଯ୍ୟ କରିବେ। ଏହି ପର୍ଯ୍ୟାୟରେ ୧ ଲକ୍ଷ ୮୦,୪୫୪ ଜଣ ଭିନ୍ନକ୍ଷମ ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୦,୭୯୨ଟି ବୁଥ୍‌ରେ ହ୍ୱିଲ୍‌ ଚେୟାର ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମ ବ୍ୟକ୍ତି ୪ଟି ବୁଥରପରିଚାଳନା କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story