ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ପରିବାର ଲୋକଙ୍କ ଅଭିଯୋଗ କୃଷ୍ଣଚନ୍ଦ୍ରର ହାତ ଅଛି

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ କୃଷ୍ଣଚନ୍ଦ୍ର ନାୟକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀଦତ୍ତଙ୍କ ପରିବାର ଲୋକେ। କୃଷ୍ଣଙ୍କ ସହ ଆଉ କିଛି ଅଭିଯୁକ୍ତଙ୍କୁ ଜେରା କରାଗଲେ ହତ୍ୟାର ରହସ୍ୟ ଉନ୍ମୋଚନ ହେବ ବୋଲି ତାଙ୍କ ମାଆ କହିଛନ୍ତି।</p> <p>ସେହିପରି ହତ୍ୟାକାଣ୍ଡରେ ଆଉ କିଛି ଲୋକ ପରୋକ୍ଷ ଭାବେ ସଂପୃକ୍ତ ଥିବାରୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଲକ୍ଷ୍ମୀଦତ୍ତଙ୍କ ଭାଇ ଦାବି କରିଛନ୍ତି।</p>

Ordigital Desk
  • Published: Wednesday, 01 November 2017
  • Updated: 01 November 2017, 05:38 PM IST

Sports

Latest News

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ କୃଷ୍ଣଚନ୍ଦ୍ର ନାୟକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଲକ୍ଷ୍ମୀଦତ୍ତଙ୍କ ପରିବାର ଲୋକେ। କୃଷ୍ଣଙ୍କ ସହ ଆଉ କିଛି ଅଭିଯୁକ୍ତଙ୍କୁ ଜେରା କରାଗଲେ ହତ୍ୟାର ରହସ୍ୟ ଉନ୍ମୋଚନ ହେବ ବୋଲି ତାଙ୍କ ମାଆ କହିଛନ୍ତି।</p><p>ସେହିପରି ହତ୍ୟାକାଣ୍ଡରେ ଆଉ କିଛି ଲୋକ ପରୋକ୍ଷ ଭାବେ ସଂପୃକ୍ତ ଥିବାରୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଲକ୍ଷ୍ମୀଦତ୍ତଙ୍କ ଭାଇ ଦାବି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos