ଖୋର୍ଦ୍ଧା ନିକଟରେ ଏସିଡ୍‌ବାହୀ ଟ୍ୟାଙ୍କର ଲିକ୍‌

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ୧୬ ନଂ ଜାତୀୟ ରାଜପଥ   ଚଂପାଗଡ ଛକ ଓସକେଇ ଖୋଲ ନିକଟରେ  ଏସିଡ୍‌ବାହୀ  ଟ୍ୟାଙ୍କର ଲିକ୍।  ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇପଡ଼ିଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। ହାଇଡ୍ରୋକ୍ଲୋରାଇଡ୍।  ଟ୍ୟାଙ୍କର ଟି ଗଂଜାମ ରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭଲଭ୍ କଟିଯିବାରୁ  ଏସିଡ୍ ଲିକ ହୋଇଛି। ଘଟଣା ସ୍ଥଳରେ ଟାଙ୍ଗୀ ଅଗ୍ନୀଶମ ବାହିନୀ  ପହଂଚି ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରି ପରିସ୍ଥିତିକୁ ନିୟନ୍ତ୍ରର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

7001

Tapas Behera
  • Published: Thursday, 17 June 2021
  • , Updated: 17 June 2021, 09:58 PM IST

Related story