ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଜଣେ କ୍ୟାଡର ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଆଡ଼ମେ ମାଡକାମୀ। ସେ ୪ବର୍ଷ ହେବ ଛତିଶଗଡ଼ର ଦରଭା ଡିଭିଜନରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା। ଆଡ଼ମେ ୬ରୁ ଅଧିକ ନକ୍ସଲ ହିଂସାରେ ଜଡ଼ିତ ଥିବା ପୁଲିସ୍‌ କହିଛି। ତେବେ ସରକାରୀ ନିୟମ ଅନୁଯାୟୀ ଆତ୍ମସମର୍ପଣ କରିଥିବା ନକ୍ସଲକୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ୍‌ କହିଛି।

malakngiri

malakngiri

Jyoshna Pradhan
  • Published: Tuesday, 21 January 2020
  • Updated: 21 January 2020, 02:32 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଜଣେ କ୍ୟାଡର ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଆଡ଼ମେ ମାଡକାମୀ। ସେ ୪ବର୍ଷ ହେବ ଛତିଶଗଡ଼ର ଦରଭା ଡିଭିଜନରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା।

ଆଡ଼ମେ ୬ରୁ ଅଧିକ ନକ୍ସଲ ହିଂସାରେ ଜଡ଼ିତ ଥିବା ପୁଲିସ୍‌ କହିଛି। ତେବେ ସରକାରୀ ନିୟମ ଅନୁଯାୟୀ ଆତ୍ମସମର୍ପଣ କରିଥିବା ନକ୍ସଲକୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos