ଚୁନା ମାଛକୁ ଟାର୍ଗେଟ କରାଯାଉଛି : ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ଅଭିଯୋଗରେ ୬ ଜଣ ଅଧତ୍କାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ତଳୁ ଉପର ଯାଏଁ ସମ୍ପତ୍ତି ତାଲିକା ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ତାଲିକା ଲୋକାୟୁକ୍ତଙ୍କୁ ଧରେଇବେ, ଲୋକାୟୁକ୍ତ ଭିଜିଲାନ୍ସକୁ ଦେବେ। ଏହା କେବଳ ଏକ ଦେଖାଣିଆ ମାତ୍ର। ଭାବମୂର୍ତ୍ତି ଦେଖାଇବା ପାଇଁ ରାଜ୍ୟ […]

7nmb

7nmb

Tapas Behera
  • Published: Thursday, 31 December 2020
  • Updated: 31 December 2020, 04:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ଅଭିଯୋଗରେ ୬ ଜଣ ଅଧତ୍କାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ତଳୁ ଉପର ଯାଏଁ ସମ୍ପତ୍ତି ତାଲିକା ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ତାଲିକା ଲୋକାୟୁକ୍ତଙ୍କୁ ଧରେଇବେ, ଲୋକାୟୁକ୍ତ ଭିଜିଲାନ୍ସକୁ ଦେବେ। ଏହା କେବଳ ଏକ ଦେଖାଣିଆ ମାତ୍ର। ଭାବମୂର୍ତ୍ତି ଦେଖାଇବା ପାଇଁ ରାଜ୍ୟ ସରକାର ଛଳନା କରୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।

ଏବେ କେବଳ ଦେଖାଯାଉଛି ଯେ, ଡ୍ରାଇଭର, ଅଙ୍ଗନବାଡ଼ି ଦିଦି,  ଏଏନଏମ ଦିଦି, ଜୁନିୟର ଇଞ୍ଜିନିୟର ଘରେ ଚଢ଼ାଉ କରାଯାଉଛି। କେବଳ ଚୁନା ମାଛକୁ ଟାର୍ଗେଟ କରାଯାଉଛି। ବଡ଼ ମାଛଙ୍କୁ ଧରୁ ନାହାନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ ଆଣିଛନ୍ତି। ଅତୀତରେ ହେମନ୍ତ ଶର୍ମା, ମନୀଶ ଅଗ୍ରୱାଲ ଏବଂ ସତୀଶ ଗଜଭିୟେଙ୍କ ନାମରେ କଳା କାରନାମାର ଚିଠା ଥିବା ସତ୍ତ୍ୱେ ରାଜ୍ୟସରକାର କାହିଁକି ପାଳି ପୋଷିକି ରଖିଛନ୍ତି।  ତାହା ହିଁ ହେଉଛି ବଡ଼ ପ୍ରଶ୍ନ। ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାର ପୂରା ହୋଲସେଲଠାରୁ ଖୁଚୁରା ବ୍ୟବସାୟ ପର୍ଯ୍ୟନ୍ତ ଦୁର୍ନୀତି ଚଲେଇଛନ୍ତି। ଦୁର୍ନୀତିଗ୍ରସ୍ତ ବଡ଼ମାଛଙ୍କୁ କେବେ ଧରିବେ ସରକାର ସ୍ପଷ୍ଟ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story