କଲରାପତରିଆ ବାଘ ଓ ତା’ ଛୁଆର ମୃତ୍ୟୁ

Leopard

Leopard

Leopard

Manoranjan Sial
  • Published: Thursday, 27 October 2022
  • Updated: 27 October 2022, 09:27 PM IST

Sports

Latest News

ଅନୁଗୋଳ(ବିରଜା ଦାସ): କଲରାପତରିଆ ବାଘ ଓ ତା’ ଛୁଆର ମୃତ୍ୟୁ ହୋଇଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଆଜି ଏପରି ଦୁଃଖଦ ଖବର ଆସିଛି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ରେଞ୍ଜର ଜଗନ୍ନାଥପୁର ବିଟରୁ। ଅନୁଗୋଳ ଆର୍‌ସିସିଏଫ୍‌ ଏମ.ଯୋଗାନନ୍ଦା ଏନେଇ ସୂଚନା ଦେଇଛନ୍ତି।

କେଉଁ କାରଣରୁ ବାଘ ଓ ତା’ ଛୁଆର ମୃତ୍ୟୁ ହୋଇଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଆର୍‌ସିସିଏଫ୍‌ ଓ ବନ ବିଭାଗର ଅଧିକାରୀମାନେ ବାଘ ଓ ଶାବକର ସାମ୍ପୁଲ ସଂଗ୍ରହ କରି OUATକୁ ପଠାଇଛନ୍ତି। ସେଠାରୁ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି RCCF ଏମ.ଯୋଗାନନ୍ଦା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos