ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତଳମୁହାଁ ସଂକ୍ରମଣ ଆଜି ୨ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୧୯୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୮୩୯ ଲୋକାଲ କେସ୍ ବୋଲି ଜଣାଯାଇଛି। କରୋନାରେ ପ୍ରାଣ ହରାଇଥଇବା ୬୩ ଜଣଙ୍କ ସମ୍ପର୍କରେ ରାଜ୍ୟ ସରକାର ସୂଚନା ଦେଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୬୬୨କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୭, ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪, ଜଗତସିଂହପୁରରୁ ୮୯, ଭଦ୍ରକରୁ ୮୬, ଢେଙ୍କାନାଳରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ଅନୁଗୁଳରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ବରଗଡ଼ରୁ ୧୯, ବଲାଙ୍ଗୀରରୁ ୧୩, ବୌଦ୍ଧରୁ ୧୦, , ଦେବଗଡ଼ରୁ ୫, , ଗଜପତିରୁ ୫, ଗଞ୍ଜାମରୁ ୧୩, , ଯାଜପୁରରୁ ୧୪୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି
କୋରାପୁଟରୁ ୩୧, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୧୧୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୭୮, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୧୪, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ଷ୍ଟେଟ୍ପୁଲର ସଂଖ୍ୟା ୫୯ ରହିଛି।
Covid-19 Report For 11th July
New Positive Cases: 1993
In quarantine: 1154
Local contacts: 839(Details of local contacts will be shared by concerned Dist Administration)
District Wise Cases:
1. Angul: 58
2. Balasore: 181
3. Bargarh: 19
4. Bhadrak: 86
5. Balangir: 13— I & PR Department, Odisha (@IPR_Odisha) July 12, 2021
6. Boudh: 10
7. Cuttack: 297
8. Deogarh: 5
9. Dhenkanal: 44
10. Gajapati: 5
11. Ganjam: 13
12. Jagatsinghpur: 89
13. Jajpur: 141
14. Jharsuguda: 10
15. Kalahandi: 8
16. Kandhamal: 13
17. Kendrapada: 29
18. Keonjhar: 35
19. Khurda: 322
20. Koraput: 31
21. Malkangiri: 42— I & PR Department, Odisha (@IPR_Odisha) July 12, 2021
22. Mayurbhanj: 110
23. Nawarangpur: 15
24. Nayagarh: 78
25. Nuapada: 6
26. Puri: 144
27. Rayagada: 24
28. Sambalpur: 14
29. Sonepur: 17
30. Sundargarh: 75
31. State Pool: 59New recoveries: 2824
Cumulative tested: 14641241
Positive: 941745
Recovered: 912463
Active cases: 24567— I & PR Department, Odisha (@IPR_Odisha) July 12, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।