ଆଜି ବି ୨ ହଜାର ତଳେ ପଜିଟିଭ ଚିହ୍ନଟ, ୬୭ ମୃତକଙ୍କ ସୂଚନା ମିଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଗତକାଲି ପରି ଆଜି ବି ୨ ହଜାର ତଳେ  ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୪୮ ପଜିଟିଭ କେସ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୧୨୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୮୨୮। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୦୮ କୁ ବୃଦ୍ଧି […]

Corona

Corona

Niharika Rout
  • Published: Thursday, 22 July 2021
  • Updated: 22 July 2021, 09:00 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଗତକାଲି ପରି ଆଜି ବି ୨ ହଜାର ତଳେ  ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୪୮ ପଜିଟିଭ କେସ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୧୨୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୮୨୮।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୦୮ କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୯, ଅନୁଗୋଳ ଜିଲ୍ଲାରୁ ୮୫ , ବାଲେଶ୍ୱରରୁ ୯୮, ବରଗଡ଼ରୁ ୧୭, ବଳାଙ୍ଗିରରୁ ୭, ବୌଦ୍ଧରୁ ୪, , ଦେବଗଡ଼ରୁ ୫, ଢେଙ୍କାନାଳରୁ  ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୧୩ ଚିହ୍ନଟ ହୋଇଛନ୍ତି। ଏହାବାଦ ଯାଜପୁରରୁ ୧୧୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୨, କେନ୍ଦୁଝରରୁ ୨୧, , କୋରାପୁଟରୁ ୭, ମାଲକାନଗିରିରୁ ୨୪, ମୟୂରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭, ଷ୍ଟେଟ ପୁଲ୍‌ରୁ ୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୯, ୬୧,୯୩୪ରେ ପହଞ୍ଚିଥିବା ବେଳେ ୯, ୩୬୯୫୦ ସୁସ୍ଥ ହୋଇ ସାରିଲେଣି। ଏହାବାଦ ରାଜ୍ୟରେ ଆକ୍ଟିଭ କେସ୍‌ ୧,୯୬୨୩ ରହିଛି।

ଏହାବାଦ ୬୭ ମୃତକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଅନୁଗୋଳ ଜିଲ୍ଲାରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରେ ୮, ବରଗଡ଼ରେ ୭, ଢେଙ୍କାନାଳରେ ୪, କଳାହାଣ୍ଡିରେ ୧, କନ୍ଧମାଳରେ ୨, କେନ୍ଦ୍ରାପଡ଼ାରେ ୧ ଖୋର୍ଦ୍ଧାରେ ୨୦, ମୟୂରଭଞ୍ଜରେ ୨, ନବଗଙ୍ଗପୁରରେ ୬, ନୂଆପଡ଼ାରେ ୧, ପୁରୀରେ ୫, ରାୟଗଡ଼ାରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏଥିସହ ଅନୁଗୋଳ ଜିଲ୍ଲାରେ ସମୁଦାୟ ମୃତକଙ୍କ ସଂଖ୍ୟା  ୨୧୧ରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ୧୭୦ , ବରଗଡ଼ରେ ୨୬୮, ଢେଙ୍କାନାଳରେ ୧୦୬ , କଳାହାଣ୍ଡିରେ ୧୯୪ , କନ୍ଧମାଳରେ ୬୩ , କେନ୍ଦ୍ରାପଡ଼ାରେ ୧୧୯ , ଖୋର୍ଦ୍ଧାରେ  ୯୭୭ , ମୟୂରଭଞ୍ଜରେ ୧୯୩ , ନବଗଙ୍ଗପୁରରେ ୫୯ , ନୂଆପଡ଼ାରେ ୭୪ , ପୁରୀରେ ୩୧୭ , ରାୟଗଡ଼ାରେ ୧୫୭  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story