ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ତଳମୁହାଁ ହେଉଥିବା ଦୈନିକ ସଂକ୍ରମଣ ଆଜି ୩ ହଜାର ତଳକୁ ଖସିଛି। ରାଜ୍ୟରେ ୨୪ ଘଣ୍ଟାରେ ୨, ୯୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୫୭  କ୍ୱାରେଣ୍ଟାଇନରୁ ୧୬୯୮   ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ୍ ହେଉଛି ୧୨୫୯। ଖୋର୍ଦ୍ଧାରୁ ସର୍ବାଧିକ ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୨, ଯାଜପୁରରୁ ୨୬୦,  ବାଲେଶ୍ୱରରୁ ୨୪୭, ଭଦ୍ରକରୁ ୧୯୨, କେନ୍ଦ୍ରାପଡ଼ାରୁ ୧୧୬ , ନୟାଗଡ଼ରୁ ୧୧୨,  ଅନୁଗୁଳରୁ ୧୧୦ ଆକ୍ରାନ୍ତ […]

corona

corona

Niharika Rout
  • Published: Tuesday, 22 June 2021
  • Updated: 22 June 2021, 12:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ତଳମୁହାଁ ହେଉଥିବା ଦୈନିକ ସଂକ୍ରମଣ ଆଜି ୩ ହଜାର ତଳକୁ ଖସିଛି। ରାଜ୍ୟରେ ୨୪ ଘଣ୍ଟାରେ ୨, ୯୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୫୭  କ୍ୱାରେଣ୍ଟାଇନରୁ ୧୬୯୮   ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ୍ ହେଉଛି ୧୨୫୯।

ଖୋର୍ଦ୍ଧାରୁ ସର୍ବାଧିକ ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭୨, ଯାଜପୁରରୁ ୨୬୦,  ବାଲେଶ୍ୱରରୁ ୨୪୭, ଭଦ୍ରକରୁ ୧୯୨, କେନ୍ଦ୍ରାପଡ଼ାରୁ ୧୧୬ , ନୟାଗଡ଼ରୁ ୧୧୨,  ଅନୁଗୁଳରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ   ବରଗଡ଼ରୁ ୪୧, , ବଲାଙ୍ଗିରରୁ ୩୭ ଓ ବୌଦ୍ଧରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୪୨, ଗଜପତିରୁ ୨୪, ଗଂଜାମରୁ ୧୮, ଜଗତସିଂହପୁରରୁ ୧୦୩, , ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩୮,  କନ୍ଧମାଳରୁ ୫୧, କେନ୍ଦୁଝରରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କୋରାପୁଟରୁ ୬୦, ମାଲକାନଗିରିରୁ ୫୬, ମୟୂରଭଂଜରୁ ୧୩୫, ନବରଙ୍ଗପୁରରୁ ୪୫,   ନୂଆପଡ଼ାରୁ ୧୦, ପୁରୀରୁ ୨୧୯, ରାୟଗଡ଼ାରୁ ୬୩, ସମ୍ବଲପୁରରୁ ୨୮, ସୁବର୍ଣ୍ଣପୁରରୁ ୨୫, ସୁନ୍ଦରଗଡ଼ରୁ ୫୮ ଓ ଷ୍ଟେଟପୁଲରୁ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ରେ ପହଞ୍ଚିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story