ଟିକା ସଙ୍କଟ: ଆଜି ୫୦ହଜାର ଡୋଜ୍ ବି ଛୁଇଁଲାନି, କାଲି ୧୬ଜିଲ୍ଲାରେ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ ସରକାର ଏବେ କୋଭିଡ୍ ଟିକା ସଙ୍କଟ ଦେଇ ଗତି କରୁଛନ୍ତି। ଜୁନ୍ ୨୧ରୁ ଦୈନିକ ୩ଲକ୍ଷ ଡୋଜ୍ ଟିକା ଦେଇ ଆସୁଥିବା ଓଡ଼ିଶା ସରକାର ଟିକା ଅଭାବ ଯୋଗୁ ଆଜି ମାତ୍ର ୪୯୬୩୭ ଡୋଜ୍ ଟିକା ଲୋକଙ୍କୁ ଦେଇଛନ୍ତି। ଆସନ୍ତାକାଲି ୧୬ଟି ଜିଲ୍ଲାରେ ଟିକାକରଣ ଅଭିଯାନ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା […]

Vaccine

Vaccine

Ordigital Desk
  • Published: Wednesday, 30 June 2021
  • Updated: 30 June 2021, 11:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ ସରକାର ଏବେ କୋଭିଡ୍ ଟିକା ସଙ୍କଟ ଦେଇ ଗତି କରୁଛନ୍ତି। ଜୁନ୍ ୨୧ରୁ ଦୈନିକ ୩ଲକ୍ଷ ଡୋଜ୍ ଟିକା ଦେଇ ଆସୁଥିବା ଓଡ଼ିଶା ସରକାର ଟିକା ଅଭାବ ଯୋଗୁ ଆଜି ମାତ୍ର ୪୯୬୩୭ ଡୋଜ୍ ଟିକା ଲୋକଙ୍କୁ ଦେଇଛନ୍ତି। ଆସନ୍ତାକାଲି ୧୬ଟି ଜିଲ୍ଲାରେ ଟିକାକରଣ ଅଭିଯାନ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୨୨୩ଟି ସ୍ଥାନରେ ଟିକାଦାନ କାର୍ଯ୍ୟକ୍ରମ ଚାଲିଥିଲା। ମୋଟ ୪୯୬୩୭ ଡୋଜ୍ ଟିକା ଦିଆଯାଇଛି। ଆଜିୁସୁଦ୍ଧା ମୋଟ ୧କୋଟି ୧୮ଲକ୍ଷ ୮୫ହଜାର ୪୦୭ ଡୋଜ୍ ଟିକା ଦିଆଯାଇଥିବାବେଳେ ୧୮ରୁ ୪୪ବର୍ଷ ବୟସର ୨.୯୩କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଓ ୪୫ବର୍ଷରୁ ଊର୍ଦ୍ଧ୍ୱ ୬୦.୮୬ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି।

ଆସନ୍ତାକାଲି ରାଜ୍ୟରେ ମୋଟ ୧୧୪ଟି ସ୍ଥାନରେ ଟିକାକରଣ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସେଥିରୁ ୭୨ଟି କେବଳ ଭୁବନେଶ୍ୱରରେ ହେବ। ଟିକା ଅଭାବ ଯୋଗୁ ଆସନ୍ତାକାଲି ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ହେବନାର୍ହି । ଶେଷଖବର ଅନୁସାରେ ରାଜ୍ୟରେ ଆଜି ରାତିସୁଦ୍ଧା ମୋଟ ୩.୨କ୍ଷଲକ୍ଷ ଡୋଜ୍ କୋଭାକ୍ସିନ୍ ଓ ୧୯୫୨୦ଡୋଜ୍ କୋଭିଶିଲଡ୍ ଟିକା ଗଚ୍ଛିତ ରହିଛି । ଯାହା କାଲି ଟିକାକରଣ କାର୍ଯ୍ୟରେ ଉପଯୋଗ ହେବ ।

ସୂଚନାଯୋଗ୍ୟ, ଜୁନ୍ ୨୧ରୁ କେନ୍ଦ୍ର ସରକାର ଓଡ଼ିଶା ସମେତ ସମଗ୍ର ଦେଶରେ ମାଗଣା ଟିକାକରଣ ଅଭିଯାନ ଚଳାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story