ବଜ୍ରପାତ ନେଲା ୫ ଜୀବନ

କଟକ/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ପୁଣି କାଳ ହେଲା ବଜ୍ରପାତ। ଆଜି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୫ ଜଣଙ୍କ ଜୀବନ ନେଇଛି ବଜ୍ରାଘାତ।  ବଜ୍ରପାତରେ କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଭେଡା ଗାଁର ନିରଞ୍ଜନ ମଲ୍ଲିକ ଓ ଲଳିତଗିରି ଗାଁର ବାବୁଲି ଜେନାଙ୍କ ମୃତ୍ୟୁ ହୋଇଛି। ସେହିପରି ସାଲେପୁର ମାଳ ଲଖନପୁରର ଗାଁର ରଞ୍ଜନ ବେହେରା ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଜଣକ ଜୀବନ ଯାଇଛି । ମୃତକ ହେଲେ ବରକନ୍ଦା ଗାଁର […]

578

578

Tapas Behera
  • Published: Sunday, 25 August 2019
  • Updated: 25 August 2019, 08:53 PM IST

Sports

Latest News

କଟକ/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ପୁଣି କାଳ ହେଲା ବଜ୍ରପାତ। ଆଜି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୫ ଜଣଙ୍କ ଜୀବନ ନେଇଛି ବଜ୍ରାଘାତ।  ବଜ୍ରପାତରେ କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଭେଡା ଗାଁର ନିରଞ୍ଜନ ମଲ୍ଲିକ ଓ ଲଳିତଗିରି ଗାଁର ବାବୁଲି ଜେନାଙ୍କ ମୃତ୍ୟୁ ହୋଇଛି। ସେହିପରି ସାଲେପୁର ମାଳ ଲଖନପୁରର ଗାଁର ରଞ୍ଜନ ବେହେରା ବଜ୍ରପାତରେ ପ୍ରାଣ ହରାଇଛନ୍ତି ।

ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଜଣକ ଜୀବନ ଯାଇଛି । ମୃତକ ହେଲେ ବରକନ୍ଦା ଗାଁର କୃପାସିନ୍ଧୁ ରାଉତ।  ନିରଞ୍ଜନ, ରଞ୍ଜନ ଓ କୃପାସିନ୍ଧୁ । ଏମାନେ ନିଜ ନିଜ ଜମିରେ କାମ କରୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ପମ୍ପରା ଗାଁରେ ବଜ୍ରାଘାତରେ ଜଣେ ଯୁବକ ମନୋରଞ୍ଜନ ପୋଢ଼ଙ୍କ ଜୀବନ ଯାଇଛି। ମନୋରଞ୍ଜନଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ହେବାରୁ ତାଙ୍କୁ ବଡ଼ଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story