ବଜ୍ରପାତରେ ଦନ୍ତା ହାତୀର ମୃତ୍ୟୁ!

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ବିପଦରେ ଗଜରାଜ। ଆଜି ପୁଣି ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଚୌଦ୍ୱାର ସଫା ବନଖଣ୍ଡର କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ଗାଁ ନିକଟସ୍ଥ ଏକ ଫାର୍ମ ହାଉସ୍‌ ପରିସରରୁ ଦନ୍ତାହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ମାତ୍ର ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବଜ୍ରପାତରେ ମରିଥିବା ସନ୍ଦେହ କରାଯାଉଛି। ବନ ବିଭାଗ ବ୍ୟବଚ୍ଛେଦ ପରେ ହାତୀକୁ ପୋତି ଦେଇଛି।

elephant

elephant

Jyoshna Pradhan
  • Published: Sunday, 02 September 2018
  • Updated: 02 September 2018, 11:13 AM IST

Sports

Latest News

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ବିପଦରେ ଗଜରାଜ। ଆଜି ପୁଣି ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଚୌଦ୍ୱାର ସଫା ବନଖଣ୍ଡର କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ଗାଁ ନିକଟସ୍ଥ ଏକ ଫାର୍ମ ହାଉସ୍‌ ପରିସରରୁ ଦନ୍ତାହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ମାତ୍ର ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବଜ୍ରପାତରେ ମରିଥିବା ସନ୍ଦେହ କରାଯାଉଛି।

ବନ ବିଭାଗ ବ୍ୟବଚ୍ଛେଦ ପରେ ହାତୀକୁ ପୋତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story