ଲାଗିଲା ଅଙ୍କୁଶ, ଧାର୍ଯ୍ୟ ବେଗ ଡେଇଁଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକରେ ଦ୍ରୁତ ଗାଡ଼ି ଚାଳନା ଉପରେ ଲାଗିଲା ଅଙ୍କୁଶ। ଏହି ଦୁଇ ସହରରେ ଗାଡ଼ିର ସର୍ବାଧିକ ବେଗ କେତେ ରହିବ, ତାହା ଧାର୍ଯ୍ୟ କରିଛି କମିଶନରେଟ ପୁଲିସ୍‌। ଲାଇଟ୍‌ ଓ ହେଭି ଭେଇକିଲ ସହର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାତାୟତ କରିପାରିବେ । ପଳାଶୁଣିରୁ ବାଲିକୁଦା ମଧ୍ୟରେ ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗ ଯାଏ ଗାଡ଼ି ଚଳାଇ ହେବ। ଦୁଇ ଚକିଆ ଗାଡ଼ିର ବେଗ […]

bbsr-3

Niharika Rout
  • Published: Monday, 02 December 2019
  • , Updated: 02 December 2019, 09:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକରେ ଦ୍ରୁତ ଗାଡ଼ି ଚାଳନା ଉପରେ ଲାଗିଲା ଅଙ୍କୁଶ। ଏହି ଦୁଇ ସହରରେ ଗାଡ଼ିର ସର୍ବାଧିକ ବେଗ କେତେ ରହିବ, ତାହା ଧାର୍ଯ୍ୟ କରିଛି କମିଶନରେଟ ପୁଲିସ୍‌। ଲାଇଟ୍‌ ଓ ହେଭି ଭେଇକିଲ ସହର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାତାୟତ କରିପାରିବେ ।

ପଳାଶୁଣିରୁ ବାଲିକୁଦା ମଧ୍ୟରେ ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗ ଯାଏ ଗାଡ଼ି ଚଳାଇ ହେବ। ଦୁଇ ଚକିଆ ଗାଡ଼ିର ବେଗ ସର୍ବାଧିକ ୫୦ କିଲୋମିଟର ଧାର୍ଯ୍ୟ ହୋଇଛି । ଧାର୍ଯ୍ୟ ବେଗଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୁଲିସ୍‌ ଟ୍ୱିଟ୍‌ କରି ଜଣାଇଛି।

Related story