ଆଧାର ଲିଙ୍କ୍ ନହେଲେ ମିଳିବନି ଟଙ୍କିକିଆ ଚାଉଳ, ଘୋଟାଲାରେ ଧରାହେଲେଣି ଲକ୍ଷେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ସ୍ଥାନରୁ ରାସନ କାର୍ଡ କରି ଚାଉଳ ଉଠାଉଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି। ଧରାପଡ଼ିଲେଣି ଏମିତି ଲକ୍ଷେରୁ ଅଧିକ ହିତାଧିକାରୀ । ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ରାସନ କାର୍ଡ ସହ ଆଧାର ସଂଯୋଗ କରିବାକୁ ନିୟମ ହେବା ପରେ ଦୁଇଟି ସ୍ଥାନରୁ ଟଙ୍କିକିଆ ଚାଉଳ ନେଉଥିବା ହିତାଧିକାରୀ ଏବେ ସରକାରଙ୍କ ସ୍କାନରରେ। ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ୍ ନ କଲେ ଆଉ ମିଳିବନି ଚାଉଳ। ପୂର୍ବରୁ ଏହି ଡେଡ୍‌ଲାଇନ୍ […]

gvc

gvc

Tapas Behera
  • Published: Saturday, 10 August 2019
  • Updated: 10 August 2019, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ସ୍ଥାନରୁ ରାସନ କାର୍ଡ କରି ଚାଉଳ ଉଠାଉଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି। ଧରାପଡ଼ିଲେଣି ଏମିତି ଲକ୍ଷେରୁ ଅଧିକ ହିତାଧିକାରୀ । ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ରାସନ କାର୍ଡ ସହ ଆଧାର ସଂଯୋଗ କରିବାକୁ ନିୟମ ହେବା ପରେ ଦୁଇଟି ସ୍ଥାନରୁ ଟଙ୍କିକିଆ ଚାଉଳ ନେଉଥିବା ହିତାଧିକାରୀ ଏବେ ସରକାରଙ୍କ ସ୍କାନରରେ।

ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ୍ ନ କଲେ ଆଉ ମିଳିବନି ଚାଉଳ। ପୂର୍ବରୁ ଏହି ଡେଡ୍‌ଲାଇନ୍ ଜୁଲାଇ ୩୧ ଥିବା ବେଳେ ଏବେ ଅଗଷ୍ଟ ୩୧କୁ ସମୟ ସୀମା ଧାର୍ଯ୍ୟ କରି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଖାଦ୍ୟ ଯୋଗାଣ ବିଭାଗ। ମାନେ, ବିନା ଆଧାର ଲିଙ୍କରେ ଆଉ ମିଳିବନି ସରକାରୀ ଚାଉଳ।  ଚଳିତ ମାସ ଶେଷ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ ନକଲେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବେ ହିତାଧିକାରୀ। ଖୋଦ୍ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଜି ଏ ନେଇ ବଜାଇଛନ୍ତି ସତର୍କ ଘଣ୍ଟି। ଚଳିତମାସ ଶେଷ ସୁଦ୍ଧା ରାସନକାର୍ଡ ସହ ଆଧାର ଲିଙ୍କ ହୋଇନଥିବା ୩୪ ଲକ୍ଷ ୫୨ ହଜାର ହିତାଧିକାରୀଙ୍କୁ ଯୋଡ଼ିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଯୋଗାଣ ବିଭାଗ  ପଞ୍ଚାୟତ ଓ ବ୍ଲକ ସ୍ତରରେ ଏଥିପାଇଁ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ କୁହାଯାଇଛି। ଏପଟେ  ଆଧାର ଲିଙ୍କ ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ ଦୌଡ଼ି ହିତାଧିକାରୀ ନିରାଶ ହୋଇଥିବା ଅଭିଯୋଗ ଆସିଛି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେସୁଦ୍ଧା ରାଜ୍ୟ ସରକାର ୩ କୋଟି ୨୩ଲକ୍ଷ ୧୨ ହଜାର ଲୋକ ସାମିଲ ହୋଇଛନ୍ତି। ତେବେ ରାଜ୍ୟର ଅନେକ ହିତାଧିକାରୀ ଜାତୀୟ ଯୋଜନାରୁ ବାଦ୍ ପଡୁଥିବା ଅଭିଯୋଗ କରି ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଣିଥିଲେ। ଯେଉଁଥିରେ ଏବେ ସୁଦ୍ଧା ୨୪ ଲକ୍ଷ ୯୮ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି। ତେବେ ବିଡ଼ମ୍ବନା ହେଉଛି, ଅନେକ ହିତାଧିକାରୀଙ୍କ ମୃତ୍ୟୁ ପରେ ବି ସେମାନଙ୍କ ନାଁରେ ଚାଉଳ ଉଠୁଛି। ଖୋଦ୍ ଖାଦ୍ୟ ସୁରକ୍ଷା କମିଶନ୍ ଭୂତ ହିତାଧିକାରୀଙ୍କ ନାଁ କାଟିବାକୁ ସରକାରଙ୍କୁ ଗତ ଜାନୁଆରୀ ମାସରେ ଚିଠି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story