ମା’ ହେଲା ବିଜୁଳି, ନନ୍ଦନକାନନକୁ ଆସିଲେ ୩ ନୂଆ ଅତିଥି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ସିଂହୀ ବିଜୁଳି ୩ ଶାବକଙ୍କୁ ଜନ୍ମ ଦେଇଛି । ଏହି ୩ ଶାବକଙ୍କ ସହ ନନ୍ଦନକାନରେ ସିଂହ ସଂଖ୍ୟା ୧୮ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ମା’ ହୋଇଛି ସିଂହୀ ବିଜୁଳି । ବିଜୁଳି ଗର୍ଭବତୀ ହେବା ପରେ ତାକୁ ନଜର ରଖିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ଏହା ପୂର୍ବରୁ ଜୁଲାଇ ୨୦୧୫ରେ ସିଂହୀ କଳ୍ପନା ଜନ୍ମ ନେଇଥିଲା  । ମାର୍ଚ୍ଚ ୨୦୧୭ରେ ଜିତ ନାମକ […]

bijili

bijili

Niharika Rout
  • Published: Thursday, 22 July 2021
  • Updated: 22 July 2021, 11:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ସିଂହୀ ବିଜୁଳି ୩ ଶାବକଙ୍କୁ ଜନ୍ମ ଦେଇଛି । ଏହି ୩ ଶାବକଙ୍କ ସହ ନନ୍ଦନକାନରେ ସିଂହ ସଂଖ୍ୟା ୧୮ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ମା’ ହୋଇଛି ସିଂହୀ ବିଜୁଳି ।

ବିଜୁଳି ଗର୍ଭବତୀ ହେବା ପରେ ତାକୁ ନଜର ରଖିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ଏହା ପୂର୍ବରୁ ଜୁଲାଇ ୨୦୧୫ରେ ସିଂହୀ କଳ୍ପନା ଜନ୍ମ ନେଇଥିଲା  । ମାର୍ଚ୍ଚ ୨୦୧୭ରେ ଜିତ ନାମକ ସିଂହ ଜନ୍ମଗ୍ରହଣ କରିଥିଲା  । ଏହି ଦୁଇ ସିଂହଙ୍କ ଜନ୍ମ ସହ ଲାଳନପାଲନ ଉପରେ ନଜର ରଖିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story