ଏଣିକି ରାତି ସାଢ଼ ୧୦ଟା ଯାଏ ଖୋଲିବ ମଦ ଦୋକାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସମଗ୍ର ରାଜ୍ୟରେ ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ଖୋଲିବ ମଦ ଦୋକାନ। ବିଦେଶୀ, ବିୟର, ଦେଶୀ ମଦ ଦୋକାନ ସାଢ଼େ ୧୦ରୁ ପର୍ଯ୍ୟନ୍ତ ଖୋଲିବ। କେବଳ କଣ୍ଟେନମେଣ୍ଟ ଜୋନ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲିପାରିବ। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାମାରୀ କରୋନା ପାଇଁ ପୂର୍ବରୁ ମଦ ଦୋକାନ ବନ୍ଦ ରହିଥିଲା। ପରେ ସରକାର ମଦ ଦୋକାନ ନଖୋଲି ହୋମ୍‌ଡେଲିଭରୀ ପାଇଁ ଅନୁମତି […]

wine

wine

Manoranjan Sial
  • Published: Monday, 07 September 2020
  • Updated: 07 September 2020, 03:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସମଗ୍ର ରାଜ୍ୟରେ ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ଖୋଲିବ ମଦ ଦୋକାନ। ବିଦେଶୀ, ବିୟର, ଦେଶୀ ମଦ ଦୋକାନ ସାଢ଼େ ୧୦ରୁ ପର୍ଯ୍ୟନ୍ତ ଖୋଲିବ। କେବଳ କଣ୍ଟେନମେଣ୍ଟ ଜୋନ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲିପାରିବ। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ମହାମାରୀ କରୋନା ପାଇଁ ପୂର୍ବରୁ ମଦ ଦୋକାନ ବନ୍ଦ ରହିଥିଲା। ପରେ ସରକାର ମଦ ଦୋକାନ ନଖୋଲି ହୋମ୍‌ଡେଲିଭରୀ ପାଇଁ ଅନୁମତି ଦେଇଥିଲେ। ତେବେ ଏଥିରେ ବ୍ୟାପକ ଅସୁବିଧା ହୋଇଥିଲା। ପରବର୍ତ୍ତୀ ସମୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। କଣ୍ଟେନ୍‌ମେଣ୍ଟ ଜୋନ ବ୍ୟତୀତ ସବୁଠି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିଥିଲା। ଆଜି ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି।  ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ଖୋଲିବ ମଦ ଦୋକାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story