କୋରାପୁଟିଆ କିଶୋର କୁମାର ପଦ୍ମନ୍‌

କୋରାପୁଟ: ଗୀତ ଗାଇ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିଥିବା ରାନୁ ମଣ୍ଡଳଙ୍କୁ ଆପଣ ସମସ୍ତେ ଜାଣିଥିବେ। କେବଳ ରାନୁ ନୁହଁନ୍ତି ରାନୁଙ୍କ ପରି ବହୁତ ‘ବଣମଲ୍ଲୀ’ ରହିଛନ୍ତି। ଯାହାଙ୍କର ବାସ୍ନା କାହା ପାଖରେ ପହଞ୍ଚି ପାରୁନାହିଁ। ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି କୋରାପୁଟ ଜୟପୁର ସହରର ଅଟୋ ଚାଳକ ପଦ୍ମନ ଗୌଡ଼। ପେସାରେ ସେ ଜଣେ ଅଟୋ ଚାଳକ ହୋଇଥିଲେ ମଧ୍ୟ ତାଙ୍କର ନିଶା ହେଉଛି ଗୀତ ଗାଇବା। ଗୀତ ଗାଇ ପଦ୍ମନ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଟିକିଏ […]

bv00

bv00

Puspanjali Panda
  • Published: Sunday, 08 September 2019
  • Updated: 08 September 2019, 07:23 PM IST

Sports

Latest News

କୋରାପୁଟ: ଗୀତ ଗାଇ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିଥିବା ରାନୁ ମଣ୍ଡଳଙ୍କୁ ଆପଣ ସମସ୍ତେ ଜାଣିଥିବେ। କେବଳ ରାନୁ ନୁହଁନ୍ତି ରାନୁଙ୍କ ପରି ବହୁତ ‘ବଣମଲ୍ଲୀ’ ରହିଛନ୍ତି। ଯାହାଙ୍କର ବାସ୍ନା କାହା ପାଖରେ ପହଞ୍ଚି ପାରୁନାହିଁ। ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି କୋରାପୁଟ ଜୟପୁର ସହରର ଅଟୋ ଚାଳକ ପଦ୍ମନ ଗୌଡ଼।

ପେସାରେ ସେ ଜଣେ ଅଟୋ ଚାଳକ ହୋଇଥିଲେ ମଧ୍ୟ ତାଙ୍କର ନିଶା ହେଉଛି ଗୀତ ଗାଇବା। ଗୀତ ଗାଇ ପଦ୍ମନ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଟିକିଏ ଫୁରସତ ମିଳିଲେ ପଦ୍ମନ ଗୀତ ଗୁଣୁଗୁଣାଇ ଥାନ୍ତି। ତାଙ୍କ ଅଟୋରେ ଯାଉଥିବା ଯାତ୍ରୀଙ୍କୁ ପଦ୍ମନ ବିଖ୍ୟାତ ଗାୟକ କିଶୋର କୁମାରଙ୍କ ଚିରସବୁଜ ଗୀତ ଶୁଣାଇ ତାଙ୍କର ମନୋରଞ୍ଜନ କରିଥାନ୍ତି।

ପଦ୍ମନ୍ ଗୀତ ଗାଉଥିବାର କିଛି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଗୀତର ଲାଇକ୍‌ ଶେଆର୍‌ ମଧ୍ୟ ବଢ଼ିବାରେ ଲାଗିଛି।

କିଶୋର କୁମାରଙ୍କ ‘ମେରେ ସପନୋ କି ରାନି’ ଗୀତ ପରି ୭ରୁ ୮ଟି ଗୀତକୁ ପଦ୍ମନ୍‌ ସୋଶାଲ ମିଡିଆରେ ଅପଲୋଡ୍‌ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ପଦ୍ମନ୍‌ କୋରାପୁଟରେ ‘କୋରାପୁଟିଆ କିଶୋର କୁମାର’ ନାମରେ ପରିଚିତ। ଅଟୋ ଚଳାଇ ସେ ତିନି ପ୍ରାଣୀ କୁଟୁମ୍ୱ ପୋଷନ୍ତି। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ ବେଶି ପାଠ ପଢ଼ି ପାରିନଥିଲେ। ୧୦ ବର୍ଷ ବୟସରୁ ପୂଜା ପାର୍ବଣରେ ବିଭିନ୍ନ ଷ୍ଟେଜ୍‌ ଶୋରେ ଗୀତ ଗାଇ ପଦ୍ମନ୍‌ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। କିନ୍ତୁ ଭଲ ଗୀତ ଗାଉଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଭଲ ସୁଯୋଗ ମିଳିପାରିନାହିଁ। ଏହାକୁ ନେଇ ତାଙ୍କ ପରିବାର ଲୋକେ ଓ ସାଙ୍ଗସାଥୀ କ୍ଷୋଭ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story