ଶାଳଜଙ୍ଗଲ ଭିତରେ ବେଆଇନ ମଦ କାରବାର

ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ଦିନ ଦ୍ଵିପହରରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳ ଗୋଳାପୋଖରୀ ନିକଟରେ ଥିବା ଶାଳ ଜଙ୍ଗଲ ଭିତରେ ଚାଲିଛି ବେଆଇନ ମଦ କାରବାର। ପୋଲିସ ଓ ଅବକାରୀ ବିଭାଗକୁ ଖୋଲା ଚାଲେଞ୍ଜ ଦେଇ ମଦ ମାଫିଆମାନେ ଏଭଳି ବେଆଇନ କାରବାର ଚଳାଇଛନ୍ତି। ବେଆଇନ ଦେଶୀ ମଦ ବେପାର କରି ମାଫିଆମାନେ ମୁନାଫା କମାଉଥିବା ବେଳେ ସରକାର ରାଜସ୍ୱ ହରାଉଛନ୍ତି। ଖଣ୍ଡପଡ଼ା ଥାନା ଠାରୁ ମାତ୍ର ୫ କି.ମି. ଦୂରରେ ଏଭଳି ବେଆଇନ କାରବାର ଚାଲିଥିବା […]

=wine

=wine

Rakesh Mallick
  • Published: Friday, 29 June 2018
  • Updated: 29 June 2018, 09:49 AM IST

ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ଦିନ ଦ୍ଵିପହରରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳ ଗୋଳାପୋଖରୀ ନିକଟରେ ଥିବା ଶାଳ ଜଙ୍ଗଲ ଭିତରେ ଚାଲିଛି ବେଆଇନ ମଦ କାରବାର। ପୋଲିସ ଓ ଅବକାରୀ ବିଭାଗକୁ ଖୋଲା ଚାଲେଞ୍ଜ ଦେଇ ମଦ ମାଫିଆମାନେ ଏଭଳି ବେଆଇନ କାରବାର ଚଳାଇଛନ୍ତି। ବେଆଇନ ଦେଶୀ ମଦ ବେପାର କରି ମାଫିଆମାନେ ମୁନାଫା କମାଉଥିବା ବେଳେ ସରକାର ରାଜସ୍ୱ ହରାଉଛନ୍ତି। ଖଣ୍ଡପଡ଼ା ଥାନା ଠାରୁ ମାତ୍ର ୫ କି.ମି. ଦୂରରେ ଏଭଳି ବେଆଇନ କାରବାର ଚାଲିଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

କେବଳ ଗୋଟିଏ ସ୍ଥାନରେ ନୁହେଁ, ଜଙ୍ଗଲର ବିଭିନ୍ନ ସ୍ଥାନରେ ଏହିଭଳି ଗୋଟିଏ ପରେ ଗୋଟିଏ ବେଆଇନ ଦେଶୀ ମଦଭାଟି ଗଢି ଉଠିଛି। ଗୁଡ,ପିଡିଆ ଓ ରାସାୟନିକ ପଦାର୍ଥ ମିଶାଇ ମଦ ତିଆରି କରାଯାଉଛି।

ଆମ ପ୍ରତିନିଧିଙ୍କ ଠାରୁ  ସୂଚନା ପାଇ ପୋଲିସ୍ ମଦ ଭାଟି ଉପରେ ଚଢାଉ କରି ପ୍ରଚୁର ପରିମାଣର ଦେଶୀ ମଦ ଜବତ କରିବା ସହ ହଜାର ହଜାର ଲିଟର ପୋଚ ନଷ୍ଟ କରିଦେଇଥିଲା। ଘଟଣାସ୍ଥଳରୁ ମଦ ମାଫିଆ ଫେରାର ହୋଇଯାଇଥିଲେ।

ଖୁବଶୀଘ୍ର ଚଢ଼ାଉ କରାଯାଇ ଅନ୍ୟ ବେଆଇନ ଭାଟିଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ନୟାଗଡ଼ ଜିଲ୍ଲା ଅଧୀକ୍ଷକ ବିବେକାନନ୍ଦ ନାୟକ କହିଛନ୍ତି,“ପୂର୍ବରୁ ଗୋଳାପୋଖରୀ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇ ବେଆଇନ ମଦ ଦୋକାନ ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ସେହି ଅଞ୍ଚଳରେ ପୁଣି  ମଦ ମାଫିଆମାନେ ସକ୍ରିୟ ହୋଇପଡ଼ିଛନ୍ତି। ଆମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story