ଲୋନ୍ ଆପ୍ ରିକଭରି ଏଜେଣ୍ଟ କମ୍ପାନୀଙ୍କ ଠାରୁ ୨.୫୨ କୋଟି ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ଲୋନ୍ ଆପ୍‌ର ରିକଭରି ଏଜେଣ୍ଟ କମ୍ପାନୀ ଗୁଡିକ ଠାରୁ ୨ କୋଟି ୫୨ ଲକ୍ଷ ଟଙ୍କାର ସଂପତ୍ତିି ଜବତ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ବିଟିଡବ୍ଲୁଓ କନସଲଟିଂ ପ୍ରାଇଭେଟ ଲିମିଟେଡ, ଜିୟାଂଲିଙ୍ଗ ଇନଫୋଟେକ ପ୍ରାଇଭେଟ ଲିମିଟେଡ, ଓମିଲେଟ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଏହି ତିନି ରିକଭରି ସଂସ୍ଥାରୁ ଟଙ୍କା ଜବତ ହୋଇଛି। ଜବତ ଟଙ୍କାର ମୁଖ୍ୟ ଭାଗ ଜାମସେଦପୁର, ଝାଡ଼ଖଣ୍ଡ ରିକଭରି ଏଜେଣ୍ଟ କମ୍ପାନୀରୁ ଜବତ ହୋଇଛି। ପୁନେ ଏବଂ ବାଙ୍ଗାଲୋରରେ ଥିବା […]

Lone-app

Lone-app

Niranjan Mishra
  • Published: Saturday, 30 July 2022
  • Updated: 30 July 2022, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଆଇନ ଲୋନ୍ ଆପ୍‌ର ରିକଭରି ଏଜେଣ୍ଟ କମ୍ପାନୀ ଗୁଡିକ ଠାରୁ ୨ କୋଟି ୫୨ ଲକ୍ଷ ଟଙ୍କାର ସଂପତ୍ତିି ଜବତ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ବିଟିଡବ୍ଲୁଓ କନସଲଟିଂ ପ୍ରାଇଭେଟ ଲିମିଟେଡ, ଜିୟାଂଲିଙ୍ଗ ଇନଫୋଟେକ ପ୍ରାଇଭେଟ ଲିମିଟେଡ, ଓମିଲେଟ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଏହି ତିନି ରିକଭରି ସଂସ୍ଥାରୁ ଟଙ୍କା ଜବତ ହୋଇଛି।

ଜବତ ଟଙ୍କାର ମୁଖ୍ୟ ଭାଗ ଜାମସେଦପୁର, ଝାଡ଼ଖଣ୍ଡ ରିକଭରି ଏଜେଣ୍ଟ କମ୍ପାନୀରୁ ଜବତ ହୋଇଛି। ପୁନେ ଏବଂ ବାଙ୍ଗାଲୋରରେ ଥିବା ଜାଲି କମ୍ପାନୀକୁ ଚାଇନା ମାଷ୍ଟର ମାଇଣ୍ଡ ଅପରେଟ କରୁଥିଲେ। ପୂର୍ବରୁ ମଧ୍ୟ ଏହି ବେଆଇନ ଲୋନ ଆପ ମାମଲା ନେଇ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ , ରାଜସ୍ଥାନରେ ଚଢାଉ ହୋଇଥିଲା।

ଏହି ଲିଙ୍କରେ ୫ ଜଣ ଅଭିଯୁକ୍ତ ଧରାପଡିଥିବା ବେଳେ ୬ କୋଟି ୫୭ ଲକ୍ଷ ଟଙ୍କା ପୂର୍ବରୁ ଜବତ ହୋଇଥିଲା। ସେହିପରି ଅର୍ଥନୈତିକ ଅପରାଧ ଶାଖାରେ ଆବେଦନ ପରେ ବ୍ୟୁରୋ ଅଫ୍ ଇମିଗ୍ରେସନ ବିଭାଗ ପକ୍ଷରୁ ମାଷ୍ଟର ମାଇଣ୍ଡ ଥିବା ଚାଇନିଜ ନାଗରିକଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିଲା।

ସୂଚନା ଥାଉକି, ମୋବାଇଲ୍ ପ୍ଲେ ଷ୍ଟୋରରୁ ଲୋନ୍ ଆପ୍ ଡାଉନ୍‌ଲୋଡ କରି ଟଙ୍କା ଋଣ ନେଉଥିବା ଲୋକଙ୍କ ପାଇଁ ଏଭଳି ଘଟଣା ସତର୍କ ଘଣ୍ଟି ବଜାଇଛି। ଏହି ବେଆଇନ ତଥା ଜାଲି କମ୍ପାନୀଗୁଡ଼ିକ ଚାଇନାରୁ ଅପରେଟ ହେଉଛି। ଲୋକଙ୍କୁ ଲୋନ ଦେବା ପରେ ସେମାନଙ୍କ ଧମକଚମକ ସହ ବ୍ଲାକ୍ ମେଲିଂ ମଧ୍ୟ କରାଯାଉଛି। ଭାରତର ବିଭିନ୍ନ ଲୋକଙ୍କୁ ଏଜେଣ୍ଟ ଓ ସଂସ୍ଥା ପରିଚାଳନା ଦାୟିତ୍ୱରେ ବସାଇ ଏଭଳି ବେଆଇନ କାର୍ଯ୍ୟ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story