ବ୍ୟାଙ୍କର ବଣିଆ ଠକିଦେଲା, ନକଲି ସୁନା ଦେଇ ଲୁଟିନେଲା!

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାଖେମୁଣ୍ଡି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ( ବିସିସି )ରେ ନକଲି ସୁନା ଦେଇ ଋଣ ହଡ଼ପ କରିଛନ୍ତି ଖୋଦ ବ୍ୟାଙ୍କ ଦ୍ୱାରା ନିୟୋଜିତ ବଣିଆ। ଏହି ଶାଖାରେ ବଣିଆ ଭାବେ ନିୟୋଜିତ ଥିବା କେ.ଗୋପୀ ୨୦୧୬ ମସିହାରେ ୪୬୦ ଗ୍ରାମ ନକଲି ସୁନା ବନ୍ଧକ ରଖି ୪ଟି ଆକାଉଣ୍ଟ ମାଧ୍ୟମରେ ରେ ୧୧ ଲକ୍ଷ ଟଙ୍କା ଋଣ ନେଇଥିଲେ। ତେବେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଋଣର ମୂଲ୍ୟ ୨୩ ଲକ୍ଷ […]

paralakhemundi

paralakhemundi

Ranjit Kumar Jena
  • Published: Friday, 11 December 2020
  • Updated: 11 December 2020, 03:56 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପାରଳାଖେମୁଣ୍ଡି ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ( ବିସିସି )ରେ ନକଲି ସୁନା ଦେଇ ଋଣ ହଡ଼ପ କରିଛନ୍ତି ଖୋଦ ବ୍ୟାଙ୍କ ଦ୍ୱାରା ନିୟୋଜିତ ବଣିଆ। ଏହି ଶାଖାରେ ବଣିଆ ଭାବେ ନିୟୋଜିତ ଥିବା କେ.ଗୋପୀ ୨୦୧୬ ମସିହାରେ ୪୬୦ ଗ୍ରାମ ନକଲି ସୁନା ବନ୍ଧକ ରଖି ୪ଟି ଆକାଉଣ୍ଟ ମାଧ୍ୟମରେ ରେ ୧୧ ଲକ୍ଷ ଟଙ୍କା ଋଣ ନେଇଥିଲେ।

ତେବେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଋଣର ମୂଲ୍ୟ ୨୩ ଲକ୍ଷ ଟଙ୍କାରେ ପହଞ୍ଚିଥିବା ବେଳେ କେ. ଗୋପୀ ୧୧ ଲକ୍ଷ ସୁଝି ଦେଇଥିଲେ। ଏବେବି ଆହୁରି ଅଧାରୁ ଅଧିକ ଟଙ୍କା ବକେୟା ରହିଛି। ଏହାକୁ ନେଇ ଗତକାଲି ପାରଳାଖେମୁଣ୍ଡି ବିସିସି ବ୍ୟାଙ୍କ ମ୍ୟାନେଜର ଥାନାରେ ଅଭିଯୋଗ କରିଥିଲେ ଯେ କେ.ଗୋପୀ ବନ୍ଧକ ରଖିଥିବା ସବୁଯାକ ସୁନା ସବୁ ନକଲି ଅଟେ।

ଯାହା ପରେ ଆଜି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିସିସି ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବଣିଆ କେ.ଗୋପୀକୁ ଅଟକ ରଖିଛନ୍ତି। ସେପଟେ ଋଣ ହଡ଼ପ ଘଟଣାରେ କିଛି ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି। ଏ ନେଇ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୁଖ୍ୟ ଶାଖାର ଅଧିକାରୀମାନେ ଆସି ବ୍ୟାଙ୍କ ଲକର ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିବା କହିଛନ୍ତି ସମବାୟ ବ୍ୟାଙ୍କର ଏଆରସିଏସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story