ଛିନ୍‌ଛତ୍ର ହୋଇ ପଡ଼ିଛି ହାତ, ଗୋଡ଼, କାନ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ପେଟ୍ରୋଲ ପମ୍ପରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେଠାରେ ଛିନ୍‌ଛତ୍ର ହୋଇ କଟା ହାତ, ଗୋଡ଼ ଓ କାନ ପଡ଼ିଛି। ଦେହର ମାଂସ ଓ ହାତ ଆଙ୍ଗୁଠି ମଧ୍ୟ ପଡ଼ିଥିବା ଦେଖାଯାଇଛି। ତେବେ ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇନାହି ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ଡିସିପି ଉମାଶଙ୍କର ଦାସ। ସେପଟେ ପେଟ୍ରୋଲ ପମ୍ପ ବିସ୍ଫୋରଣ ସ୍ଥଳ ଆଖପାଖରେ ପ୍ରଭୂତ କ୍ଷତି […]

bbsr

bbsr

Manoranjan Sial
  • Published: Wednesday, 07 October 2020
  • Updated: 07 October 2020, 04:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ପେଟ୍ରୋଲ ପମ୍ପରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେଠାରେ ଛିନ୍‌ଛତ୍ର ହୋଇ କଟା ହାତ, ଗୋଡ଼ ଓ କାନ ପଡ଼ିଛି। ଦେହର ମାଂସ ଓ ହାତ ଆଙ୍ଗୁଠି ମଧ୍ୟ ପଡ଼ିଥିବା ଦେଖାଯାଇଛି। ତେବେ ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇନାହି ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ଡିସିପି ଉମାଶଙ୍କର ଦାସ।

ସେପଟେ ପେଟ୍ରୋଲ ପମ୍ପ ବିସ୍ଫୋରଣ ସ୍ଥଳ ଆଖପାଖରେ ପ୍ରଭୂତ କ୍ଷତି ଘଟିଛି। ଆଖପାଖରେ ଥିବା ଅନେକ ଘର ଛିନ୍‌ଛତ୍ର ହୋଇଯାଇଛି। କେତେକ ଘରର ଛାତ ଭାଙ୍ଗିଛି। ଝରକା ଉଡ଼ିଯାଇଛି। ଅନେକ ଘରର କାଚ ଭାଙ୍ଗି ତଳେ ପଡ଼ିଛି। ଅନେକ ଦୋକାନ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ପେଟ୍ରୋଲ୍‌ ପମ୍ପକୁ ପେଟ୍ରୋଲ୍‌ ପକାଇବାକୁ ଯାଇଥିଲି। ଧାଡ଼ିରେ ଛିଡ଼ା ହୋଇଥିଲୁ। ହଠାତ ପେଟ୍ରୋଲ ପମ୍ପ ଥରିବାକୁ ଆରମ୍ଭ କରିଥିଲା। କିଛି ବୁଝିବା ପୂର୍ବରୁ ହଠାତ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ଚାରିଆଡ଼ ଅନ୍ଧାର ହୋଇଗଲା। ଯିଏ ଯୁଆଡ଼େ ପାରିଲା ଦୌଡ଼ି ପଳାଇଗଲା। ସେଇଠି ଗାଡ଼ି ଛାଡ଼ି ଆମେ ପଳାଇ ଆସିଛୁ। ଭଗବାନ ଆମକୁ ବଞ୍ଚାଇ ଦେଇଛନ୍ତି ବୋଲି କହିଲେ କେତେକ ପ୍ରତ୍ୟକ୍ଷଦର୍ଶୀ।

ବିସ୍ଫୋରଣ ନେଇ ଭୁବନେଶ୍ୱର ଡିସିପି କହିଛନ୍ତି-“ସୁରକ୍ଷା ପାଇଁ ନିକଟସ୍ଥ ବାସିନ୍ଦାଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ବିଭିନ୍ନ ବିସ୍ଫୋରକ ପଦାର୍ଥ ବାହାରେ ପଡ଼ିଥିବାରୁ ମନା କରାଯାଇଛି। ଆଇଓସିଏଲ ଟିମ ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ଏଯାଏଁ କାହାର ମୃତ୍ୟୁ ସୂଚନା ନାହିଁ। ଏଜି ଛକରୁ ଗଭର୍ଣ୍ଣର ହାଉସ ଛକ ରାସ୍ତାକୁ ସିଲ୍‌ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story