ଟ୍ରାଏଲ୍ ରନ୍‌ ବେଳେ ରେଳରୋକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଟ୍ରାଏଲ୍ ରନ୍‌ ବେଳେ ରେଳରୋକ । ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍‌ ଟ୍ରାଏଲ ରନ୍ କରୁଥିଲା। ହେଲେ ଉକ୍ତ ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ ଚଳାଇବା ଦାବିରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ । ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍‌ରୁ ଗଡିଥିଲା କୋଇଲା ବୋଝେଇ ଟ୍ରେନ୍ । କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର  ଏହାର ଭର୍ଚୁଆଲ ଉଦଘାଟନ କରିଥିଲେ । […]

train-1--1

train-1--1

Niharika Rout
  • Published: Friday, 31 July 2020
  • Updated: 31 July 2020, 02:30 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଟ୍ରାଏଲ୍ ରନ୍‌ ବେଳେ ରେଳରୋକ । ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍‌ ଟ୍ରାଏଲ ରନ୍ କରୁଥିଲା। ହେଲେ ଉକ୍ତ ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ ଚଳାଇବା ଦାବିରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍‌ରୁ ଗଡିଥିଲା କୋଇଲା ବୋଝେଇ ଟ୍ରେନ୍ । କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର  ଏହାର ଭର୍ଚୁଆଲ ଉଦଘାଟନ କରିଥିଲେ । ପାରାଦୀପରୁ ୫୮ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ ରାଉରକେଲା ଯାଉଥିବା ବେଳେ ନୂଆଗାଁ ଷ୍ଟେସନରେ ସ୍ଥାନୀୟ ଲୋକେ ତାହାକୁ ଅଟକାଇଥିଲେ। ଏହି ରେଳ ଲାଇନ୍‌ରେ ପାସେଞ୍ଜର ଟ୍ରେନ ଚଳାଚଳ ନିମନ୍ତେ ଷ୍ଟେସନମାଷ୍ଟରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ଆନ୍ଦୋଳନକାରୀ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story