ଗୋଲ୍ଡ ଲୋନ୍‌ ସଂସ୍ଥାରୁ ଲୁଟୁଥିଲେ ସୁନା, ହଠାତ୍‌ ବାଜିଳା ସାଇରନ୍‌

ଢେଙ୍କାନାଳ( ରାଜଶ୍ରୀ ଶତପଥୀ):  ଗୋଲ୍ଡ ଲୋନ ସଂସ୍ଥାରୁ ସୁନା ଲୁଟିବାକୁ ହୋଇଥିଲା ପୂରା ପ୍ଲାନିଂ । ସେହି ଅନୁଯାୟୀ ପୂରା ଜାଲ ବିଛାଇଥିଲେ ଡକାୟତ । ଏପରିକି ଆଜି ଗୋଲ୍ଡଲୋନ ସଂସ୍ଥାରେ ପହଞ୍ଚି ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଭୟଭୀତ ମଧ୍ୟ କରୁଥିଲେ । ଆଉ କିଛି ସମୟ ପରେ ହୁଏତ ଗୋଲ୍ଡ଼ ନେଇ କେଉଁଆଡ଼େ ଫେରାର ହୋଇଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ବ୍ରାଞ୍ଚ ମ୍ୟାନେଜରଙ୍କ ଗୋଡ଼ ବାଜିବାରୁ ବାଜିଉଠିଲା ସାଇରନ ଓ ଛତ୍ରଭଙ୍ଗ ଦେଲେ ଡକାୟତ । […]

investigation

investigation

Niharika Rout
  • Published: Saturday, 06 August 2022
  • Updated: 06 August 2022, 12:55 PM IST

Sports

Latest News

ଢେଙ୍କାନାଳ( ରାଜଶ୍ରୀ ଶତପଥୀ):  ଗୋଲ୍ଡ ଲୋନ ସଂସ୍ଥାରୁ ସୁନା ଲୁଟିବାକୁ ହୋଇଥିଲା ପୂରା ପ୍ଲାନିଂ । ସେହି ଅନୁଯାୟୀ ପୂରା ଜାଲ ବିଛାଇଥିଲେ ଡକାୟତ । ଏପରିକି ଆଜି ଗୋଲ୍ଡଲୋନ ସଂସ୍ଥାରେ ପହଞ୍ଚି ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଭୟଭୀତ ମଧ୍ୟ କରୁଥିଲେ । ଆଉ କିଛି ସମୟ ପରେ ହୁଏତ ଗୋଲ୍ଡ଼ ନେଇ କେଉଁଆଡ଼େ ଫେରାର ହୋଇଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ବ୍ରାଞ୍ଚ ମ୍ୟାନେଜରଙ୍କ ଗୋଡ଼ ବାଜିବାରୁ ବାଜିଉଠିଲା ସାଇରନ ଓ ଛତ୍ରଭଙ୍ଗ ଦେଲେ ଡକାୟତ । ଏପରି ଘଟଣା ଆଜି  କରିବାକୁ  ଢେଙ୍କାନାଳ ଜିଲ୍ଲା ଟାଉନଥାନା ଅନ୍ତର୍ଗତ କାଞ୍ଚନବଜାର ନିକଟରେ ଘଟିଛି।

ଆଜି ସକାଳ ପ୍ରାୟ ସାଢେ ୯ଟାରେ ବ୍ରାଞ୍ଚ ଖୋଲିବା ସମୟରେ କର୍ମଚାରୀମାନେ ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ କିଛି ଡକାୟତ ତାଙ୍କ ପଛେ ପଛରେ ଭିତରକୁ ପଶି ଆସିଥିଲେ। ଭିତରେ ପ୍ରବେଶ କରି ଗୋଲ୍ଡ ଲୋନ୍‌ ନେବେ ବୋଲି କହିଥିଲେ। ବସିବାକୁ କହିବାରୁ କିଛି ସମୟ ପରେ ହଠାତ୍‌ ବନ୍ଧୁକ ଦେଖାଇ ବ୍ରାଞ୍ଚର ମାଷ୍ଟର ଚାବି ମାଗିଥିଲେ। ଏହାପରେ ବ୍ରାଞ୍ଚ ମ୍ୟାନେଜର ତାଙ୍କୁ ନେଇ ଲକରକୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ଗୋଡ଼ ହଠାତ୍‌ ଫୁଡ ପ୍ୟାନିକ ସୁଇଚରେ ପଡ଼ି ଯାଇଥିଲା।  ଫଳରେ ସାଇରନ୍‌ ବାଜି ଉଠିଥିଲା।

ସାଇରନ୍‌କୁ ବନ୍ଦ କରିବାକୁ ଡକାୟତମାନେ ଧମକ ଦେଉଥିବା ବେଳେ ତାହା ୨ ମିନିଟ୍‌ ପୂର୍ବରୁ ବନ୍ଦ ହେବନି ବୋଲି କହିଥିଲେ କର୍ମଚାରୀ। ଫଳରେ ଡକାୟତମାନେ ଆଖି ପିଛୁଳାକେ ଛତ୍ରଭଙ୍ଗ ଦେଇଥିଲେ।   ଟାଉନଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story