ଗାଡ଼ି ଷ୍ଟାର୍ଟ ହେଲାନି, ଫସିଗଲେ ଲୁଟେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଲୁଟ୍ ଉଦ୍ୟମ। ନାଲ୍‌କୋ ଛକରେ ମେଡିସିନ୍‌ କିଣିବା ପାଇଁ ଏକ ଦୋକାନ ଆଗରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଠାରୁ ହୋଇଛି ଲୁଟ୍ ଉଦ୍ୟମ। ତେବେ ଲୁଟେରା ଧରା ପଡ଼ିଛି। ମହିଳା ଜଣଙ୍କ ମେଡିସିନ୍‌ କିଣିବା ପାଇଁ ଛିଡ଼ା ହୋଇଥିବା ବେଳେ ଜଣେ ଲୁଟେରା ଆସି ତାଙ୍କ ବେକରୁ ଛିଣ୍ଡାଇ ନେଇଥିଲା ସୁନା ଚେନ୍‌। ସୁନା ଚେନ୍ ନେଇ ସେ ତା’ର ଜଣେ ସହଯୋଗୀ ସହିତ ବାଇକ୍‌ରେ […]

loot

loot

Jitendra Garnayak
  • Published: Monday, 03 May 2021
  • Updated: 03 May 2021, 02:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଲୁଟ୍ ଉଦ୍ୟମ। ନାଲ୍‌କୋ ଛକରେ ମେଡିସିନ୍‌ କିଣିବା ପାଇଁ ଏକ ଦୋକାନ ଆଗରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଠାରୁ ହୋଇଛି ଲୁଟ୍ ଉଦ୍ୟମ। ତେବେ ଲୁଟେରା ଧରା ପଡ଼ିଛି।

ମହିଳା ଜଣଙ୍କ ମେଡିସିନ୍‌ କିଣିବା ପାଇଁ ଛିଡ଼ା ହୋଇଥିବା ବେଳେ ଜଣେ ଲୁଟେରା ଆସି ତାଙ୍କ ବେକରୁ ଛିଣ୍ଡାଇ ନେଇଥିଲା ସୁନା ଚେନ୍‌। ସୁନା ଚେନ୍ ନେଇ ସେ ତା’ର ଜଣେ ସହଯୋଗୀ ସହିତ ବାଇକ୍‌ରେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ତେବେ ସେହି ସମୟରେ ବାଇକ୍‌ଟି ଷ୍ଟାର୍ଟ ହୋଇ ନଥିଲା। ତେଣୁ ଲୁଟେରା ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ଚିତ୍କାର କରିଥିଲେ ଓ ତାଙ୍କ ପାଟି ଶୁଣି ଆଖପାଖ ଲୋକେ ଦୌଡ଼ି ଆସିଥିଲେ। ସେମାନେ ଲୁଟେରାକୁ ଧରି ଗଛରେ ବାନ୍ଧି ବେଶ୍ ମାଡ଼ ମାରିଥିଲେ ଓ ପରେ ପୁଲିସ୍‌କୁ ଖବର ଦେଇଥିଲେ।

ଚନ୍ଦ୍ରଶେଖରପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିବା ସହିତ ତାକୁ ଥାନାକୁ ନେଇ ପଚରାଉଚରା କରୁଛି। ଅଭିଯୁକ୍ତର ବାଇକ୍‌କୁ ମଧ୍ୟ ପୁଲିସ୍ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story