ନକଲି ପୁଲିସ, ଅସଲି ଲୁଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ପୁଲିସ। ଅସଲି ଲୁଟ୍ । ରାଜଧାନୀରେ ମାତିଛନ୍ତି ଅନ୍ତରାଜ୍ୟ ନକଲି ପୁଲିସ ରାକେଟ୍ । ନିଜକୁ ପୁଲିସ  ଓ କ୍ରାଇମବ୍ରାଂଚ୍ ଅଧିକାରୀ କହି ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରୁଛନ୍ତି ଏହି ଲୁଟେରା । ଗତକାଲି ଏଭଳି ଏକ ଲୁଟ୍ ହୋଇଥିବା ବେଳେ ପୁରା ଘଟଣା କଏଦ ହୋଇଛି ସିସିଟିଭିରେ । ବରିଷ୍ଠ ନାଗରିକଙ୍କୁ ଏକୁଟିଆ ଦେଖି ସେମାନଙ୍କୁ ଟାର୍ଗେଟ୍ କରାଯାଉଛି । ପୂର୍ବ ପ୍ରସ୍ତୁତି ମୁତାବକ ଆଗରେ ଲୁଟ୍ ହେଉଥିବା କହି ବରିଷ୍ଠ […]

police

police

Tapas Behera
  • Published: Wednesday, 23 December 2020
  • Updated: 23 December 2020, 06:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ପୁଲିସ। ଅସଲି ଲୁଟ୍ । ରାଜଧାନୀରେ ମାତିଛନ୍ତି ଅନ୍ତରାଜ୍ୟ ନକଲି ପୁଲିସ ରାକେଟ୍ । ନିଜକୁ ପୁଲିସ  ଓ କ୍ରାଇମବ୍ରାଂଚ୍ ଅଧିକାରୀ କହି ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରୁଛନ୍ତି ଏହି ଲୁଟେରା । ଗତକାଲି ଏଭଳି ଏକ ଲୁଟ୍ ହୋଇଥିବା ବେଳେ ପୁରା ଘଟଣା କଏଦ ହୋଇଛି ସିସିଟିଭିରେ । ବରିଷ୍ଠ ନାଗରିକଙ୍କୁ ଏକୁଟିଆ ଦେଖି ସେମାନଙ୍କୁ ଟାର୍ଗେଟ୍ କରାଯାଉଛି ।

ପୂର୍ବ ପ୍ରସ୍ତୁତି ମୁତାବକ ଆଗରେ ଲୁଟ୍ ହେଉଥିବା କହି ବରିଷ୍ଠ ନାଗରିକଙ୍କୁ ପିନ୍ଧିଥିବା ସୁନା ଅଳଙ୍କାର ବାହାର କରିଦେବାକୁ କହୁଛନ୍ତି ଲୁଟେରା।  ଏହାପରେ ସେମାନଙ୍କ ସୁନା ଅଳଙ୍କାର ବଦଳରେ ପକେଟରେ ରଖିଥିବା ଗୋଡି ଗୁଡା କାଗଜ ପୁଡିଆକୁ ଦେଉଛନ୍ତି  ବରିଷ୍ଠ ନାଗରିକ । ଏହା ଜାଣିବା ପୂର୍ବରୁ ସେଠରୁ ଚମ୍ପଟ ମାରୁଛନ୍ତି  ଲୁଟେରା  । ପୂର୍ବରୁ କଟକ, ବ୍ରହ୍ମପୁର, ଭୁବନେଶ୍ୱରରେ ଏହି ଢଙ୍ଗରେ ୧୦ଟି ଲୁଟ୍ ହୋଇସାରିଛି  । ସାଦା ପୋଷାକରେ ନକଲି ପୁଲିସ ଏଭଳି ଲୁଟ୍ କରୁଥିବା ବେଳେ ସେମାନଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଂଜ ପାଲଟିଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story