ଗ୍ୟାସ୍‌ କଟରରେ କାଟିଲେ ଲକର୍‌, ଲୁଟି ନେଲେ ୨୦ ଲକ୍ଷର ଅଳଙ୍କାର

କୋଣାର୍କା(ସଞ୍ଜୟ ପତି): ସିସିଟିଭି ନଜରରେ ଥିଲା ଜୁଏଲାରୀ ଦୋକାନ । ହେଲେ ଏହାକୁ ନିଘା  ନ ଦେଇ ରାତି ଅଧରେ ଲୁଟ୍‌ରେ ମାତିଗଲେ ଲୁଟେରା। ଗ୍ୟାସ୍‌ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ୍‌  କାଟି ଲକର ପାଖରେ ପହଞ୍ଚିଗଲେ। ଆଉ ତା’ ପରେ ଲକରକୁ କାଟି ତା’ ଭିତରେ ବୁଲାଇଲେ କଳାକନା। ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରାମାନେ ଫେରାର  ହୋଇ ଯାଇଥିବା ବେଳେ ଏବେ ସେମାନଙ୍କୁ ଖୋଜୁଛି ପୁଲିସ୍‌ । ଏପରି ଲୁଟତରାଜ ଗତକାଲି […]

loot

loot

Niharika Rout
  • Published: Saturday, 30 April 2022
  • Updated: 30 April 2022, 09:51 AM IST

Sports

Latest News

କୋଣାର୍କା(ସଞ୍ଜୟ ପତି): ସିସିଟିଭି ନଜରରେ ଥିଲା ଜୁଏଲାରୀ ଦୋକାନ । ହେଲେ ଏହାକୁ ନିଘା  ନ ଦେଇ ରାତି ଅଧରେ ଲୁଟ୍‌ରେ ମାତିଗଲେ ଲୁଟେରା। ଗ୍ୟାସ୍‌ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ୍‌  କାଟି ଲକର ପାଖରେ ପହଞ୍ଚିଗଲେ। ଆଉ ତା’ ପରେ ଲକରକୁ କାଟି ତା’ ଭିତରେ ବୁଲାଇଲେ କଳାକନା। ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରାମାନେ ଫେରାର  ହୋଇ ଯାଇଥିବା ବେଳେ ଏବେ ସେମାନଙ୍କୁ ଖୋଜୁଛି ପୁଲିସ୍‌ । ଏପରି ଲୁଟତରାଜ ଗତକାଲି ପୁରୀ ଜିଲ୍ଲା କୋଣାର୍କସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ମହାଲକ୍ଷ୍ମୀ ଜୁଏଲାରୀ ନାମକ ଦୋକାନରେ ହୋଇଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦୋକାନୀ ।

[caption id="attachment_731039" align="aligncenter" width="650"]loot ଲୁଟ୍‌ ବେଳର ଲାଇଭ୍‌ ଦୃଶ୍ୟ ।[/caption]

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ,  ପ୍ରାୟ  ୪ ଜଣ ଲୁଟେରା ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍ କଟର ସାହାଯ୍ୟରେ ମହାଲକ୍ଷ୍ମୀ ଜୁଏଲାରୀର ଛାତ ଉପର ସିଡ଼ି ଘର ଗେଟ୍ କାଟି ସୋ’ରୁମ ଭିତରେ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗ ରୁମ୍ ଓ ଲକର କାଟି ଲୁଟପାଟ ଚଳାଇଲେ ।  ଲୁଟପାଟର ଲାଇଭ୍ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଲୁଟ୍ ଅଲଙ୍କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜୁଏଲାରୀ ମାଲିକ କହିଛନ୍ତି ।  କୋଣାର୍କ ପୁଲିସ୍‌ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story