ବ୍ୟାଙ୍କରେ କଳାକନା ବୁଲାଇ ଦେଲେ

କଟକ/କୁଚିଣ୍ଡା (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଡ଼ଶପୁରର ଉତ୍ତାରଣ କାନାରା ବ୍ୟାଙ୍କ ଶାଖାରୁ ହୋଇଛି ଲୁଟ୍। ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଲୁଟ୍। ବ୍ୟାଙ୍କର ମୁଖ୍ୟ ଫାଟକ ସହ ଲକର୍ ଭଙ୍ଗାଯାଇଛି। ସିସିଟିଭି କ୍ୟାମେରା ଓ କଂପ୍ୟୁଟର ଭାଙ୍ଗି ବାହାରେ ଫୋପାଡ଼ି ଦେଇଛନ୍ତି। ଲୁଟ୍ ନେଇ ବ୍ୟାଙ୍କ ପକ୍ଷରୁ ଡିମିରି ଫାଣ୍ଡିରେ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଏବଂ ଆଉ କ’ଣ ଲୁଟ୍ […]

bank

bank

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 11:49 AM IST

କଟକ/କୁଚିଣ୍ଡା (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଡ଼ଶପୁରର ଉତ୍ତାରଣ କାନାରା ବ୍ୟାଙ୍କ ଶାଖାରୁ ହୋଇଛି ଲୁଟ୍। ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଲୁଟ୍। ବ୍ୟାଙ୍କର ମୁଖ୍ୟ ଫାଟକ ସହ ଲକର୍ ଭଙ୍ଗାଯାଇଛି। ସିସିଟିଭି କ୍ୟାମେରା ଓ କଂପ୍ୟୁଟର ଭାଙ୍ଗି ବାହାରେ ଫୋପାଡ଼ି ଦେଇଛନ୍ତି।

ଲୁଟ୍ ନେଇ ବ୍ୟାଙ୍କ ପକ୍ଷରୁ ଡିମିରି ଫାଣ୍ଡିରେ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଏବଂ ଆଉ କ’ଣ ଲୁଟ୍ ହୋଇଛି ସେ ନେଇ  ସ୍ପଷ୍ଟ ସୂଚନା ମିଳିନାହିଁ।

bank1

ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ମହୁଲପାଲି ଥାନା ଗୋଛରା ଷ୍ଟେଟ ବ୍ୟାଙ୍କରେ ଡକାୟତି ଉଦ୍ୟମ ହୋଇଛି।  ଗ୍ୟାସ୍‌ କଟରରେ ବ୍ୟାଙ୍କର ତିନିଟି ତାଲା କାଟି ଡକାୟତମାନେ ଭିତରେ ପ୍ରବେଶ କରିଥିଲେ ମଧ୍ୟ ଲକର ଭାଙ୍ଗିବାରେ ବିଫଳ ହୋଇଥିଲେ। ଏହା  ପରେ ସେଠାରେ ଗ୍ୟାସ୍ କଟର ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ସେମାନେ ପଳାଇଛନ୍ତି।  ସକାଳ ହେବା ପରେ ଡକାୟତି ଉଦ୍ୟମ ସଂପର୍କରେ ଜଣାପଡ଼ିଥିଲା।  ଘଟଣାସ୍ଥଳରେ ବ୍ୟାଙ୍କ କର୍ମଚାରୀ ଓ ପୋଲିସ ପହଞ୍ଚିଥିଲେ।  ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ପହଞ୍ଚି ଯାଞ୍ଚ କରିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story