ପେସେଣ୍ଟ୍ କହି ପଶିଲେ, ବନ୍ଧୁକ ଓ ଛୁରୀ ଦେଖାଇ ଲୁଟିଲେ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ରାତିରେ ଡାକ୍ତରଙ୍କ ଘର କବାଟ ବାଡ଼େଇଲେ। ପେସେଣ୍ଟ୍ ଆଣିଛନ୍ତି କହିବାରୁ ଡାକ୍ତର କବାଟ ଖୋଲିଲେ। ତେବେ ଘର ଭିତରେ ପଶିବା ପରେ ବନ୍ଧୁକ ଓ ଛୁରୀ ଦେଖାଇ କଳାକନା ବୁଲାଇ ଦେଇଥିଲେ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ସହରରେ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୪ ଜଣ ଲୋକ ସରକାରୀ ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରକୁ ଆସିଥିଲେ। ରୋଗୀ ଆଣିଛୁ କହିବାରୁ ନିଜେ ଡାକ୍ତର ପ୍ରହରାଜ ନିଜେ […]

loot

loot

Jitendra Garnayak
  • Published: Saturday, 12 January 2019
  • Updated: 12 January 2019, 12:13 PM IST

Sports

Latest News

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ରାତିରେ ଡାକ୍ତରଙ୍କ ଘର କବାଟ ବାଡ଼େଇଲେ। ପେସେଣ୍ଟ୍ ଆଣିଛନ୍ତି କହିବାରୁ ଡାକ୍ତର କବାଟ ଖୋଲିଲେ। ତେବେ ଘର ଭିତରେ ପଶିବା ପରେ ବନ୍ଧୁକ ଓ ଛୁରୀ ଦେଖାଇ କଳାକନା ବୁଲାଇ ଦେଇଥିଲେ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ସହରରେ।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୪ ଜଣ ଲୋକ ସରକାରୀ ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରକୁ ଆସିଥିଲେ। ରୋଗୀ ଆଣିଛୁ କହିବାରୁ ନିଜେ ଡାକ୍ତର ପ୍ରହରାଜ ନିଜେ କବାଟ ଖୋଲିଥିଲେ।

ସେମାନେ ଘରେ ପଶିବା ମାତ୍ରେ ଡାକ୍ତରଙ୍କୁ ଏକ ଚୌକିରେ ବସାଇ ତାଙ୍କ ବେକରେ ଛୁରୀ ଲଗାଇ ଦେଲେ। ତାଙ୍କ ବେକରେ ଛୁରୀ ଲଗାଇ ଜଣେ ଯୁବକ ଜଗି ବସିଥିବା ବେଳେ ଅନ୍ୟମାନେ ଘରେ କଳାକନା ବୁଲାଇଥିଲେ। ଘରେ ପଶିବା ପରେ ଯୁବକମାନେ ମୁହଁରେ କଳାକପଡ଼ା ବାନ୍ଧିଥିଲେ। ସେମାନେ ଡାକ୍ତରଙ୍କ ଘରୁ ନଗଦ ୪୦ ହଜାର ଟଙ୍କା ସହିତ ୬୦ ଗ୍ରାମ ସୁନା ଓ ୪ଟି ମୋବାଇଲ୍ ଲୁଟି ନେଇଥିଲେ।

ଡାକ୍ତର ପ୍ରହରାଜଙ୍କ କହିବା ଅନୁଯାୟୀ, ୪ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ବୟସ ୨୩ ବା ୨୪ ବର୍ଷ ହେବ। କିନ୍ତୁ ଆଉ ଜଣଙ୍କ ବୟସ ୨୦ ବର୍ଷ ତଳେ। ସେ ଲୁଟେରାମାନଙ୍କୁ ଦେଖିଲେ ଚିହ୍ନି ପାରିବେ ବୋଲି କହିଛନ୍ତି।

ଡାକ୍ତର ପ୍ରହରାଜ ଘଟଣା ସଂପର୍କରେ ଇନ୍ଦ୍ରାବତୀ ଥାନାରେ ଏକ ଏତଲା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story