ବିୟୁଟି ପାର୍ଲରରେ ହେରାଫେରି : ମୁହଁରେ ଓଢଣି ପକାଇ ଅଭିନେତ୍ରୀଙ୍କ ଗହଣା ଲୁଟ୍‌ , ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆପଣ ଯଦି କୌଣସି ବିୟୁଟି ପାର୍ଲରରେ ଚୁଟି କାଟୁଛନ୍ତି ତାହାଲେ&nbsp; ସାବଧାନ। କାରଣ ଚୁଟି କାଟିବା ବାହାନାରେ ଆପଣଙ୍କ ଠାରୁ ବି ହୋଇପାରେ ଲୁଟ୍ । ରାଜଧାନୀ ଭୁବନେଶ୍ୱରରେ ଆଜି ଏମିତି ଏକ ଘଟଣାରେ ପାର୍ଲର ମାଲିକାଣୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ମାଲିକାଣୀ ଜଣେ ସିରିଏଲ୍ ଅଭିନେତ୍ରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜଣେ ମହିଳା ବାଣୀବିହାର ଅଂଚଳରେ ଥିବା ଏକ ବିୟୁଟି ପାର୍ଲରକୁ ଚୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀ ସଂପୃକ୍ତ ମହିଳାଙ୍କ ଦେହରେ ଆପ୍ରୋନ୍&zwnj; ପକାଇ ଚୁଟି&nbsp; କାଟିଥିଲେ।</p> <p>ତେବେ ଚୁଟି କାଟି ସାରିବା ପରେ ତାଙ୍କ ବେକରେ ସୁନା ଚେନ୍&nbsp; ନ ଥିବା ଅଭିଯୋଗ କରିଥିଲେ ମହିଳା । ଏନେଇ କର୍ମଚାରୀ ଜଣଙ୍କ ଯୁକ୍ତି&nbsp; କରିବା ପରେ ମହିଳା ଜଣଙ୍କ ପୋଲିସରେ ଏତଲା ଦେଇଥିଲେ। &nbsp;ଘଟଣା ନେଇ ପୋଲିସ ଖୋଳତାଡ ଆରମ୍ଭ କରିବା ସହ ବିୟୁଟି ପାର୍ଲରରୁ ଚେନ୍&nbsp; ଉଦ୍ଧାର କରିଥିଲା।&nbsp; ପୂର୍ବରୁ ମଧ୍ୟ ଉକ୍ତ ପାର୍ଲରରୁ ଜଣେ ମହିଳାଙ୍କ ସୁନା କାନ&nbsp; ଫୁଲ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।</p>

Ordigital Desk
  • Published: Saturday, 09 June 2018
  • Updated: 09 June 2018, 08:53 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆପଣ ଯଦି କୌଣସି ବିୟୁଟି ପାର୍ଲରରେ ଚୁଟି କାଟୁଛନ୍ତି ତାହାଲେ&nbsp; ସାବଧାନ। କାରଣ ଚୁଟି କାଟିବା ବାହାନାରେ ଆପଣଙ୍କ ଠାରୁ ବି ହୋଇପାରେ ଲୁଟ୍ । ରାଜଧାନୀ ଭୁବନେଶ୍ୱରରେ ଆଜି ଏମିତି ଏକ ଘଟଣାରେ ପାର୍ଲର ମାଲିକାଣୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ମାଲିକାଣୀ ଜଣେ ସିରିଏଲ୍ ଅଭିନେତ୍ରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜଣେ ମହିଳା ବାଣୀବିହାର ଅଂଚଳରେ ଥିବା ଏକ ବିୟୁଟି ପାର୍ଲରକୁ ଚୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀ ସଂପୃକ୍ତ ମହିଳାଙ୍କ ଦେହରେ ଆପ୍ରୋନ୍&zwnj; ପକାଇ ଚୁଟି&nbsp; କାଟିଥିଲେ।</p><p>ତେବେ ଚୁଟି କାଟି ସାରିବା ପରେ ତାଙ୍କ ବେକରେ ସୁନା ଚେନ୍&nbsp; ନ ଥିବା ଅଭିଯୋଗ କରିଥିଲେ ମହିଳା । ଏନେଇ କର୍ମଚାରୀ ଜଣଙ୍କ ଯୁକ୍ତି&nbsp; କରିବା ପରେ ମହିଳା ଜଣଙ୍କ ପୋଲିସରେ ଏତଲା ଦେଇଥିଲେ। &nbsp;ଘଟଣା ନେଇ ପୋଲିସ ଖୋଳତାଡ ଆରମ୍ଭ କରିବା ସହ ବିୟୁଟି ପାର୍ଲରରୁ ଚେନ୍&nbsp; ଉଦ୍ଧାର କରିଥିଲା।&nbsp; ପୂର୍ବରୁ ମଧ୍ୟ ଉକ୍ତ ପାର୍ଲରରୁ ଜଣେ ମହିଳାଙ୍କ ସୁନା କାନ&nbsp; ଫୁଲ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos