ଘରେ ପଶି ଲୁଟିନେଲେ ୩୦ ହଜାର ଟଙ୍କା ଓ ଅଳଙ୍କାର

<p>ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା କେ. ନୂଆ ଗାଁ ଥାନା ଅନ୍ତର୍ଗତ ଚିକିଟି ଲିଆଖାଇ ଗାଁର ବୃନ୍ଦାବନ ନାଇକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ନଗଦ ୩୦ ହଜାର ଟଙ୍କା, ଦୁଇ ଭରି ସୁନା ଓ ୧୦ ତୁଳା ରୁପା ଅଳଙ୍କାର ଚୋରି ହୋଇଛି।</p> <p>ଗତକାଲି ବିଳମ୍ୱିତ ରାତିରେ ବୃନ୍ଦାବନ ଓ ତାଙ୍କ ପରିବାର ଲୋକେ ଶୋଇଥିଲେ। ଏହି ସମୟରେ ଗେଟ୍&zwnj; ତାଲା ଭାଙ୍ଗି ଚୋରମାନେ ତାଙ୍କ ଘରେ ଭିତରେ ପଶି ଲୁଟ୍&zwnj;ପାଟ କରିଥିଲେ। ଏନେଇ ଆଜି ସକାଳେ ଖବର ପାଇ ପୁଲିସ୍&zwnj; ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଚୋରଙ୍କ ସଂପର୍କରେ କିଛି ଜଣାପଡ଼ିନି।</p>

Ordigital Desk
  • Published: Sunday, 10 May 2020
  • Updated: 10 May 2020, 12:43 PM IST

Sports

Latest News

<p>ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା କେ. ନୂଆ ଗାଁ ଥାନା ଅନ୍ତର୍ଗତ ଚିକିଟି ଲିଆଖାଇ ଗାଁର ବୃନ୍ଦାବନ ନାଇକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ନଗଦ ୩୦ ହଜାର ଟଙ୍କା, ଦୁଇ ଭରି ସୁନା ଓ ୧୦ ତୁଳା ରୁପା ଅଳଙ୍କାର ଚୋରି ହୋଇଛି।</p><p>ଗତକାଲି ବିଳମ୍ୱିତ ରାତିରେ ବୃନ୍ଦାବନ ଓ ତାଙ୍କ ପରିବାର ଲୋକେ ଶୋଇଥିଲେ। ଏହି ସମୟରେ ଗେଟ୍&zwnj; ତାଲା ଭାଙ୍ଗି ଚୋରମାନେ ତାଙ୍କ ଘରେ ଭିତରେ ପଶି ଲୁଟ୍&zwnj;ପାଟ କରିଥିଲେ। ଏନେଇ ଆଜି ସକାଳେ ଖବର ପାଇ ପୁଲିସ୍&zwnj; ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଚୋରଙ୍କ ସଂପର୍କରେ କିଛି ଜଣାପଡ଼ିନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos