ଏମାନଙ୍କୁ ଖୋଜୁଛି ଗଞ୍ଜାମ ପୁଲିସ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଦିନ ଦି’ପହରରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ୧୧ରୁ ୧୨ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଲେ। ଆଉ ଛାଡ଼ିଗଲେ ସୁରାଗ। ପୁଲିସ୍‌ ସେହି ତଥ୍ୟକୁ ଧରି ଲୁଟେରା ଗ୍ୟାଙ୍ଗକୁ ଖୋଜୁଛି। ସିସିଟିଭି ଯାଞ୍ଚ କରି ପୁଲିସ ଲୁଟେରାଙ୍କ ଫଟୋ ଜାରି କରିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମ୍ନାରେ ଥିବା ରାମଚନ୍ଦ୍ର ନଗରରେ ରହୁଥିଲେ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ। ଆଜି […]

Lootera

Lootera

Manoranjan Sial
  • Published: Tuesday, 09 August 2022
  • Updated: 09 August 2022, 04:38 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଦିନ ଦି’ପହରରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ୧୧ରୁ ୧୨ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଲେ। ଆଉ ଛାଡ଼ିଗଲେ ସୁରାଗ। ପୁଲିସ୍‌ ସେହି ତଥ୍ୟକୁ ଧରି ଲୁଟେରା ଗ୍ୟାଙ୍ଗକୁ ଖୋଜୁଛି। ସିସିଟିଭି ଯାଞ୍ଚ କରି ପୁଲିସ ଲୁଟେରାଙ୍କ ଫଟୋ ଜାରି କରିଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମ୍ନାରେ ଥିବା ରାମଚନ୍ଦ୍ର ନଗରରେ ରହୁଥିଲେ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ। ଆଜି ସକାଳେ ଶ୍ରୀ ପାଣିଗ୍ରାହୀ, ତାଙ୍କ ବଡ଼ ଝିଅକୁ ଧରି ଆସିକା ଯାଇଥିବା ବେଳେ ସାନ ଝିଅକ କଲେଜ ଯାଇଥିଲେ। ଘରେ ତାଙ୍କ ପତ୍ନୀ ଏକାକୀ ଥିଲେ। ଦିନ ପ୍ରାୟ ୧୧ଟା ବେଳେ ଶ୍ରୀ ପାଣିଗ୍ରାହୀଙ୍କ ପତ୍ନ ଘରର ଛାତ ଉପରକୁ ଯାଇଥିଲେ। ଏହା ସୁଯୋଗ ନେଇ ଲୁଟେରାମାନେ ଗ୍ରୀଲ୍‌ କାଟି ଘରେ ପଶି ଲକରରେ ଥିବା ପ୍ରାୟ ୨୦ ଭରି ସୁନା, ୫ ଭରି ରୁପା ଓ ନଗଦ ୧୦ ହଜାର ଟଙ୍କା ନେଇ ଲୁଟି ନେଇଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୧ରୁ ୧୨ ଲକ୍ଷ ଟଙ୍କା ହେବ।

ଚୋରି ନେଇ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାକୁ ଛାନଭିନ୍‌ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରୁ ଗୋଟିଏ ସବୁଜ ରଙ୍ଗର ଛତା ଓ ଚାବି ପେନ୍ଥା ଜବତ କରିଛି। ଏଥିସହିତ ଶ୍ରୀ ପାଣିଗ୍ରାହୀଙ୍କ ପାଖ ଘରେ ସଂଯୋଗ ହୋଇଥିବା CC TV ଫୁଟେଜକୁ ଯାଞ୍ଚ କରି ସନ୍ଦିଗ୍ଧକୁ ଖୋଜୁଛି।

CC TV ଫୁଟେଜରେ ତିନି ଜଣଙ୍କୁ ଦେଖିବାକୁ ମିଳିଛି। ଜଣେ ମହିଳା ସବୁଜ ରଙ୍ଗର ଛତା ମୁଣ୍ଡାଇ ଯାଉଥିବା ବେଳେ ଜଣେ ପୁରୁଷ ଓ ଆଉ ଜଣେ ପିଲାଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ହୁଏତ ଚୋରି କରିଥାଇପାରନ୍ତି ପୁଲିସ ପୁଲିସ ସନ୍ଦେହ କରୁଛି। ପୁଲିସ ବର୍ତ୍ତମାନ ସେମାନଙ୍କୁ ଖୋଜୁଛି। ମାତ୍ର ସେମାନଙ୍କ ପତ୍ତା ପାଉନି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story