ଚାରୋଟି ଦୋକାନରେ କଳାକନା ବୁଲାଇ ଦେଲେ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଗତକାଲି ରାତିରେ ୪ଟି ଦୋକାନରୁ  ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁବୃର୍ତ୍ତମାନେ ଏକ ତେଜରାତି ଦୋକାନ ସହିତ ବିୟୁଟି ପାର୍ଲର, ଗ୍ୟାରେଜ୍‌ ଓ ପାନ ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଗୋପାଳପୁର ବଜାରରେ ବାରମ୍ୱାର ସିରିଜ୍‌ ଚୋରି ହେଉଥିଲେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ […]

loot

loot

Jyoshna Pradhan
  • Published: Sunday, 23 June 2019
  • Updated: 23 June 2019, 10:07 AM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଗତକାଲି ରାତିରେ ୪ଟି ଦୋକାନରୁ  ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଦୁବୃର୍ତ୍ତମାନେ ଏକ ତେଜରାତି ଦୋକାନ ସହିତ ବିୟୁଟି ପାର୍ଲର, ଗ୍ୟାରେଜ୍‌ ଓ ପାନ ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଗୋପାଳପୁର ବଜାରରେ ବାରମ୍ୱାର ସିରିଜ୍‌ ଚୋରି ହେଉଥିଲେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଜଣେ ବ୍ୟବସାୟୀ କହିଛନ୍ତି,“ଗୋପାଳପୁର ବଜାରରେ ମୋର ଏକ ବିୟୁଟି ପାର୍ଲର ଅଛି। ଏଇ ୧୫ ଦିନ ତଳେ ମୋ ଦୋକାନରୁ ୪୦ ହଜାର ଟଙ୍କା ଚୋରି ହୋଇଥିଲା। କାଲି ପୁଣି ଚୋରି ହୋଇଛି। ଏହା ସହିତ ଚୋରମାନେ ଅନେକ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story