ଲୁଟ୍‌ ପାଇଁ ଗୁଳି କଲେ, ଟଙ୍କା ବଦଳରେ ଖାଲି ବ୍ୟାଗ ନେଇ ଚମ୍ପଟ ମାରିଲେ

ଯାଜପୁର (ଗୁଲାମ ଗସ୍‌): ଲୁଟ୍‌ ପାଇଁ କାର ଉପରକୁ ଗୁଳିକଲେ। କାର ଅଟକିବା ପରେ ଟଙ୍କା ବ୍ୟାଗ ଭାବି କାଗଜପତ୍ର ଥିବା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁଇ ଲୁଟେରା। ଆଜି ଏପରି ଲୁଟ୍‌ ଘଟଣା ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଘଟିଛି। ବୈରୀ ଥାନା ଛତିଆ ନିକଟରେ ଥିବା ଏକ ପେଟ୍ରୋଲପମ୍ପର ଦୁଇ କର୍ମଚାରୀ ଜୟନ୍ତ ନାୟକ ଓ ଦୁଷ୍ମନ୍ତ ନାୟକ ବ୍ୟାଙ୍କରେ ଟଙ୍କା ଜମା କରିବାକୁ କାରରେ ଯାଉଥିଲେ। ତେବେ ୩ ଜଣ […]

jajpur loot

jajpur loot

Manoranjan Sial
  • Published: Monday, 01 March 2021
  • Updated: 01 March 2021, 05:24 PM IST

Sports

Latest News

ଯାଜପୁର (ଗୁଲାମ ଗସ୍‌): ଲୁଟ୍‌ ପାଇଁ କାର ଉପରକୁ ଗୁଳିକଲେ। କାର ଅଟକିବା ପରେ ଟଙ୍କା ବ୍ୟାଗ ଭାବି କାଗଜପତ୍ର ଥିବା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁଇ ଲୁଟେରା। ଆଜି ଏପରି ଲୁଟ୍‌ ଘଟଣା ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଘଟିଛି।

ବୈରୀ ଥାନା ଛତିଆ ନିକଟରେ ଥିବା ଏକ ପେଟ୍ରୋଲପମ୍ପର ଦୁଇ କର୍ମଚାରୀ ଜୟନ୍ତ ନାୟକ ଓ ଦୁଷ୍ମନ୍ତ ନାୟକ ବ୍ୟାଙ୍କରେ ଟଙ୍କା ଜମା କରିବାକୁ କାରରେ ଯାଉଥିଲେ। ତେବେ ୩ ଜଣ ଦୁର୍ବୃତ୍ତ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ। ଛତିଆ ବିଟ୍‌ ହାଉସର ଅନତି ଦୂରରେ ଦୁର୍ବୃତ୍ତମାନେ କାର ଉପରକୁ ଗୁଳି ମାଡ଼ କରିଥିଲେ। ଭୟଭୀତ ଅବସ୍ଥାରେ ଉଭୟ କାର ଅଟକାଇ ଦେଇଥିଲେ। ଦୁର୍ବୃତ୍ତମାନେ କାର୍‌ ଭିତରେ ଥିବା ଏକ ବ୍ୟାଗକୁ ନେଇ ପଳାଇ ଯାଇଥିଲେ। ମାତ୍ର ସେହି ବ୍ୟାଗରେ ଟଙ୍କା ନଥିଲା। ଟଙ୍କା ବ୍ୟାଗ ଭାବି ଦୁର୍ବୃତ୍ତମାନେ କାଗଜପତ୍ର ଥିବା ବ୍ୟାଗକୁ ନେଇ ପଳାଇ ଯାଇଛନ୍ତି।

ଗୁଳି ମାଡ଼ରେ ଆହତ ଦୁଇ କର୍ମଚାରୀଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story