ବନ୍ଧୁକ ଦେଖାଇ ନେଇଗଲେ ଦେଢ଼ କେଜି ସୁନା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ନେଇଗଲେ ଦେଢ଼ କେଜି ସୁନା ଅଳଙ୍କାର ଓ ନଗଦ ଟଙ୍କା। ଆଜି ଏପରି ଲୁଟ୍‌ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପାଟଣଗଡ ସହର ରାମଜୀ ପଡାରେ ରହିଛି ମୁକେଶ ଜୈନଙ୍କ ଅଳଙ୍କାର ଦୋକାନ। ମୁକେଶ ସବୁଦିନ ପରି ଆଜି ଦୋକାନ ଖୋଲିଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ଦୁଇଟି ବାଇକ୍‌ରେ ୬ ଜଣ […]

Patnagarh

Patnagarh

Manoranjan Sial
  • Published: Friday, 05 August 2022
  • Updated: 05 August 2022, 07:29 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ନେଇଗଲେ ଦେଢ଼ କେଜି ସୁନା ଅଳଙ୍କାର ଓ ନଗଦ ଟଙ୍କା। ଆଜି ଏପରି ଲୁଟ୍‌ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଟାଉନ୍‌ରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ପାଟଣଗଡ ସହର ରାମଜୀ ପଡାରେ ରହିଛି ମୁକେଶ ଜୈନଙ୍କ ଅଳଙ୍କାର ଦୋକାନ। ମୁକେଶ ସବୁଦିନ ପରି ଆଜି ଦୋକାନ ଖୋଲିଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସିଥିଲେ। ସେମାନେ ବନ୍ଧୁକ ବାହାର କରି ଦୋକାନୀ ଓ କର୍ମଚାରୀଙ୍କ ମୁଣ୍ଡରେ ରଖି ଦେଇଥିଲେ। ଦୋକାନୀକୁ ବସିବାକୁ କହିଥିଲେ। ମୁଣ୍ଡରେ ବନ୍ଧକ ଲାଗିଥିବାରୁ ଜୀବନ ବିକଳରେ ବସିଥିଲେ ମୁକେଶ।

ଠିକ୍‌ ସେହି ସମୟରେ ଜଣେ ଲୁଟେରା ବନ୍ଧୁକରେ ଦୋକାନୀଙ୍କ ମୁଣ୍ଡକୁ ଜୋରରେ ମାଡ କରିଥିଲେ। ଯାହା ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତା’ପରେ ଲୁଟେରାମାନେ ଦୋକାନରୁ ପ୍ରାୟ ୧ ଜେଜି ୫ ଶହ ଗ୍ରାମର ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ବେଳର ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିଲା। ହେଲେ ଡକାୟତମାନେ ଗଲା ବେଳେ ସାଥୀରେ ସିସିଟିଭିର ହାର୍ଡ ଡିକ୍ସକୁ ନେଇ ଯାଇଥିଲେ।

ଲୁଟ୍‌ ନେଇ ମୁକେଶ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଲୁଟେରାମାନଙ୍କ ପତ୍ତା ପାଇନି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story