ଲୁଟିବାକୁ ଆସି ଫାୟାରିଂ କରିଦେଲେ ଲୁଟେରା

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରାତି ଅଧରେ ଘରେ ପଶିଲେ ୧୦, ୧୨ ଡକାୟତ । ପରିବାର ସଦସ୍ୟଙ୍କୁ ଭୟଭୀତ କରି ମାରଣାସ୍ତ୍ର ଦେଖାଇ ସବୁ ଲୁଟିଲେ। ଘରେ କଳାକନା ବୁଲାଇ ସବୁ ସୁନା, ଅଳଙ୍କାର ନେଇ ଚାଲିଗଲେ। ହେଲେ ଘରର ପୁଅ ଏହାକୁ ବିରୋଧ କରିବାରୁ ଚଳାଇଲେ ଗୁଳି। ଏହି ଦୁର୍ଘଟଣାରେ ଯୁବକଜଣକ ଗୁରୁତର ହୋଇଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ କାଣ୍ଡ ଗତକାଲି ବିଳମ୍ବିତ ରାତିରେ -କଳାହାଣ୍ଡି ଜିଲ୍ଲା କୋକସରା ଥାନା […]

gun

gun

Niharika Rout
  • Published: Thursday, 28 July 2022
  • Updated: 28 July 2022, 11:55 AM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରାତି ଅଧରେ ଘରେ ପଶିଲେ ୧୦, ୧୨ ଡକାୟତ । ପରିବାର ସଦସ୍ୟଙ୍କୁ ଭୟଭୀତ କରି ମାରଣାସ୍ତ୍ର ଦେଖାଇ ସବୁ ଲୁଟିଲେ। ଘରେ କଳାକନା ବୁଲାଇ ସବୁ ସୁନା, ଅଳଙ୍କାର ନେଇ ଚାଲିଗଲେ। ହେଲେ ଘରର ପୁଅ ଏହାକୁ ବିରୋଧ କରିବାରୁ ଚଳାଇଲେ ଗୁଳି। ଏହି ଦୁର୍ଘଟଣାରେ ଯୁବକଜଣକ ଗୁରୁତର ହୋଇଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ କାଣ୍ଡ ଗତକାଲି ବିଳମ୍ବିତ ରାତିରେ -କଳାହାଣ୍ଡି ଜିଲ୍ଲା କୋକସରା ଥାନା କାଶିବାହଲ ଗାଁରେ ଘଟିଛି।

ଗତକାଲି ରାତି ପ୍ରାୟ ୨ଟା ବେଳେ  ୧୦, ୧୨ ଡକାୟତ ଋଷିମଣି ପୁଜାରୀ ନାମକ ବ୍ୟକ୍ତିଙ୍କ ଘରେ ମାରଣାସ୍ତ୍ର ସହ ପଶିଥିଲେ। ହଠାତ୍‌ ଶବ୍ଦ ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ। ମାତ୍ର ଡକାୟତମାନେ ମାରଣାସ୍ତ୍ର ଦେଖାକୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ। ଏହାପରେ ସେମାନେ ଘରେ ଥିବା ସମସ୍ତ ଆସବାବପତ୍ର ଲୁଟି ନେଇଥିଲେ।  ଏହାକୁ  ଋଷିମଣି ପୁଜାରୀଙ୍କ ପୁଅ ବିରୋଧ କରିଥିଲେ।

ଫଳରେ ଉତ୍ତ୍ୟକ୍ତ ଡକାୟତମାନେ ଏକ ଏୟାରଗନରୁ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ। ଏଥିରେ ଋଷିମଣିଙ୍କ ପୁଅ ଗୁରୁତର ହୋଇ ପଡ଼ିଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଜରି ଗୋଟାଇବାକୁ ଆସୁଥିବା କିଛି ଲୋକ ଏପରି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ଘଟଣାର ପୁଙ୍ଖନାପୁଙ୍କ ଆଲୋଚନା କରାଯାଇ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story