ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ ଲକ୍ଷ ୨୨ ହଜାର ଟଙ୍କା

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଜୟପାଟଣା- ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଳପଟଣା ସାତ ନମ୍ବର ଘାଟି ରାସ୍ତାରେ ଘଟିଛି ଏପରି ଘଟଣା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାୟଗଡା ଜିଲ୍ଲା ଦରାଗୁଡ଼ା ଥାନା ଡି.କରଲ ଗାଁର ଗୋରୁ ବ୍ୟବସାୟୀ ଗୋବିନ୍ଦଚନ୍ଦ୍ର ନାଏକ, ଲବ ନାଏକ, ଭର୍ତ୍ତ ନାଏକ ଓ […]

loot

loot

Manoranjan Sial
  • Published: Thursday, 10 December 2020
  • Updated: 10 December 2020, 08:49 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଜୟପାଟଣା- ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଳପଟଣା ସାତ ନମ୍ବର ଘାଟି ରାସ୍ତାରେ ଘଟିଛି ଏପରି ଘଟଣା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରାୟଗଡା ଜିଲ୍ଲା ଦରାଗୁଡ଼ା ଥାନା ଡି.କରଲ ଗାଁର ଗୋରୁ ବ୍ୟବସାୟୀ ଗୋବିନ୍ଦଚନ୍ଦ୍ର ନାଏକ, ଲବ ନାଏକ, ଭର୍ତ୍ତ ନାଏକ ଓ ସନାରୀ ନାଏକ ଜୟପାଟଣା ସାପ୍ତାହିକ ହାଟ ସାରି ବୋଲେରୋରେ ଘରକୁ ଫେରୁଥିଲେ। ତେବେ ମହୁଳପଟଣା ୪ ନମ୍ବର ଘାଟିରେ ଛପି ରହିଥିବା ୮ ଜଣ ଯୁବକ ସେମାନଙ୍କ ଗାଡିକୁ ଅଟକାଇଥିଲେ। ପରେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ମାରପିଟ୍‌ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାଗିଥିଲେ। ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story