ହୁଣ୍ଡି ଭାଙ୍ଗି ଟଙ୍କା ଓ ସୁନା ଲୁଟିନେଲେ ଦୁର୍ବୃତ୍ତ   

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ସୋନପୁରର  ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଟଙ୍କା ଓ ସୁନା  ଲୁଟି ନେଇଛନ୍ତି। ସୋନପୁର ପୁଲିସ୍‌ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରୁ ଚୋରି ନେଇ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ମନ୍ଦିରରୁ ବାରମ୍ୱାର ଚୋରି ହେଉଥିବା ଅଭିଯୋଗ ହୋଇଛି।  

temple

Jyoshna Pradhan
  • Published: Thursday, 22 August 2019
  • , Updated: 22 August 2019, 10:31 AM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ସୋନପୁରର  ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡିରୁ ତାଲା ଭାଙ୍ଗି ଟଙ୍କା ଓ ସୁନା  ଲୁଟି ନେଇଛନ୍ତି।

ସୋନପୁର ପୁଲିସ୍‌ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରୁ ଚୋରି ନେଇ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ମନ୍ଦିରରୁ ବାରମ୍ୱାର ଚୋରି ହେଉଥିବା ଅଭିଯୋଗ ହୋଇଛି।

 

Related story