ଡିକି ଭାଙ୍ଗି ୨ ଲକ୍ଷ ୭୨ ହଜାର ଟଙ୍କା ଲୁଟ୍‌

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା କିଓସ୍କୋ ବ୍ୟାଙ୍କର ପରିଚାଳକ ବଲଜି ରେଡ୍ଡୀଙ୍କ ବାଇକ୍‌ର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ୨ ଲକ୍ଷ ୭୨ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି  ଅପରାହ୍ଣରେ ସେ ମୋହନା ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ୨ ଲକ୍ଷ ୭୨ ହଜାର ଟଙ୍କା ଉଠାଇଥିଲେ। ଏହାପରେ ଏହିସବୁ ଟଙ୍କାକୁ ତାଙ୍କ ବାଇକ୍‌ ଡିକିରେ ରଖିଥିଲେ। ହେଲେ କିଛି ଜିନିଷ ଆଣିବାକୁ ସେ ଏଟିଏମ୍ […]

loot

loot

Jyoshna Pradhan
  • Published: Sunday, 12 January 2020
  • Updated: 12 January 2020, 01:52 PM IST

Sports

Latest News

ମୋହନା (ମିହିର ଜତି): ଗଜପତି ଜିଲ୍ଲା ଅଡ଼ବା କିଓସ୍କୋ ବ୍ୟାଙ୍କର ପରିଚାଳକ ବଲଜି ରେଡ୍ଡୀଙ୍କ ବାଇକ୍‌ର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ୨ ଲକ୍ଷ ୭୨ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି  ଅପରାହ୍ଣରେ ସେ ମୋହନା ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ୨ ଲକ୍ଷ ୭୨ ହଜାର ଟଙ୍କା ଉଠାଇଥିଲେ। ଏହାପରେ ଏହିସବୁ ଟଙ୍କାକୁ ତାଙ୍କ ବାଇକ୍‌ ଡିକିରେ ରଖିଥିଲେ। ହେଲେ କିଛି ଜିନିଷ ଆଣିବାକୁ ସେ ଏଟିଏମ୍ ସାମ୍ନାରେ ବାଇକକୁ ରଖି ବଜାରକୁ ଯାଇଥିଲେ। ସେହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌ର ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ।

ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଏଟିଏମରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରୁଛି। ଅଭିଯୁକ୍ତ ଖୁବଶୀଘ୍ର ଧରାପଡ଼ିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story