ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା

ବଣାଇ(ରଣଜିତ୍ ଚୌଧୁରୀ): ରାତିରେ ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍‌ କାର୍ଡ। ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଞ୍ଚଳରେ। ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ (ଡିପିସି)ର କିଛି କର୍ମଚାରୀ କୋଇଡ଼ାର ଏକ ସ୍କୁଲ୍‌ର ଟେଣ୍ଡର କାମ ସାରି ବୋଲେରୋ ଯୋଗେ ନରେନ୍ଦ୍ର-ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଯାଉଥିଲେ। ରାତି ପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ […]

dpc

dpc

Jitendra Garnayak
  • Published: Sunday, 09 December 2018
  • Updated: 09 December 2018, 12:59 PM IST

Sports

Latest News

ବଣାଇ(ରଣଜିତ୍ ଚୌଧୁରୀ): ରାତିରେ ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍‌ କାର୍ଡ। ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଞ୍ଚଳରେ।

ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ (ଡିପିସି)ର କିଛି କର୍ମଚାରୀ କୋଇଡ଼ାର ଏକ ସ୍କୁଲ୍‌ର ଟେଣ୍ଡର କାମ ସାରି ବୋଲେରୋ ଯୋଗେ ନରେନ୍ଦ୍ର-ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଯାଉଥିଲେ।

ରାତି ପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଗାଡ଼ିଟି ଅଟକି ଯିବା ପରେ ସେମାନେ କର୍ମଚାରୀଙ୍କଠାରୁ ଲୁଟ୍‌ପାଟ୍ କରିବା ସହ ଶେଷରେ ଗାଡ଼ି ନେଇ ପଳାଇ ଥିଲେ। କର୍ମଚାରୀମାନେ ରାତି ସାରା ଜଙ୍ଗଲରେ ଥିଲେ। ସକାଳ ହେବା ପରେ ଫେରିଥିଲେ।

ଏନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ତନାଘନା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story