ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଆସନ୍ତା ମାସ ହୋଇଥାନ୍ତା ଗୋଟିଏ ବୋଲି ଅଲିଅଳି ଝିଅ ବାହାଘର । ପଡ଼ିଥାନ୍ତା ହାତଗଣ୍ଠି। ନିଜ ଝିଅକୁ ସୁନାଗହଣାରେ ସଜାଇବା ପାଇଁ ୫ ଲକ୍ଷରେ ଅଳଙ୍କାର କିଣିଥିଲେ ବାପା । କ୍ୟାସ୍‌ ବି ୯୦ ହଜାର ରଖିଥିଲେ। ହେଲେ ଆଖି ପିଛୁଳାକେ ସବୁ ସ୍ୱପ୍ନ ଚୁରମାର ହୋଇଗଲା। ଦିନ ଦ୍ୱିପ୍ରହରରେ ଘରେ ୪ ଲୁଟେରା ପଶି କଳାକନା ବୁଲାଇ ଦେଲେ। ଏବେ କିପରି ଝିଅ ବାହାଘର କରିବୁ, କ’ଣ ଦେବୁ ବୋଲି ମୁଣ୍ଡ ପିଟି […]

police

police

Niharika Rout
  • Published: Tuesday, 02 August 2022
  • Updated: 02 August 2022, 06:27 PM IST

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ଆସନ୍ତା ମାସ ହୋଇଥାନ୍ତା ଗୋଟିଏ ବୋଲି ଅଲିଅଳି ଝିଅ ବାହାଘର । ପଡ଼ିଥାନ୍ତା ହାତଗଣ୍ଠି। ନିଜ ଝିଅକୁ ସୁନାଗହଣାରେ ସଜାଇବା ପାଇଁ ୫ ଲକ୍ଷରେ ଅଳଙ୍କାର କିଣିଥିଲେ ବାପା । କ୍ୟାସ୍‌ ବି ୯୦ ହଜାର ରଖିଥିଲେ। ହେଲେ ଆଖି ପିଛୁଳାକେ ସବୁ ସ୍ୱପ୍ନ ଚୁରମାର ହୋଇଗଲା। ଦିନ ଦ୍ୱିପ୍ରହରରେ ଘରେ ୪ ଲୁଟେରା ପଶି କଳାକନା ବୁଲାଇ ଦେଲେ। ଏବେ କିପରି ଝିଅ ବାହାଘର କରିବୁ, କ’ଣ ଦେବୁ ବୋଲି ମୁଣ୍ଡ ପିଟି କାନ୍ଦୁଛନ୍ତି ବାପାମା’ । ଏପରି  ଘଟଣା ଆଜି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ରେ ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ଫତେଗଡ଼ ବିଜୟ ନଗରର ଜଗନ୍ନାଥ ବେହେରା ।

ଜଗନ୍ନାଥ ଚାଷବାସ କରି ପରିବାର ଚଳାନ୍ତି। ସେଥିରୁ କିଛି କିଛି ସଞ୍ଜୟ କରି ଝିଅ ବାହାଘର ଧୁମଧାମରେ କରିବେ ବୋଲି ଭାବିଥିଲେ। ଏକ ମାତ୍ର ଝିଅକୁ ଦେବାକୁ ୫ ଲକ୍ଷର ଅଳଙ୍କାର କିଣି ଘରେ ରଖିଥିଲେ।ହେଲେ ଆଜି ମଧ୍ୟାହ୍ନ ସମୟରେ ହଠାତ୍‌ ୪ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ତାଙ୍କ ଘରେ ପହଞ୍ଚିଲେ।

ସେମାନେ ପରିବାର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି ଗୋଟିଏ ରୁମ୍‌ରେ ପଶାଇଦେଲେ। ଏହାପରେ ଜଣେ ସଦସ୍ୟଙ୍କୁ ଧରି କେଉଁଠି କେଉଁଠି ସୁନାଗହଣା ଅଛି ପଚାରିଥିଲେ। ଏହାପରେ ଅନାୟସରେ ଘରୁ ସବୁ ଟଙ୍କା, ଅଳଙ୍କାର ଲୁଟ୍‌ କରି ନେଇଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଏହି ଲୁଟତରାଜ ଚାଲିଥିବା ବେଳେ ଅସହାୟ ଓ ଭୟଭୀତ ହୋଇ ପଡ଼ିଥିଲେ ଜଗନ୍ନାଥଙ୍କ  ପରିବାର ସଦସ୍ୟ । ଲୁଟେରେମାନେ ନିଜ ମୁହଁକୁ କଳା କପଡ଼ାରେ ବାନ୍ଧିଥିବା ବେଳେ ସେମାନଙ୍କୁ ଚିହ୍ନି ପାରି ନାହାନ୍ତି ପରିବାର ଲୋକେ ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ଟେର ପାଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story